ETV Bharat / state

ଏଣିକି ଓଡିଶା ବିଧାନସଭାରେ ସବୁ କାର୍ଯ୍ୟ ହେବ ପେପର ଲେସ

ଓଡିଶା ବିଧାନସଭାରେ ସବୁ କାର୍ଯ୍ୟ ହେବ ପେପର ଲେସ । ଅନଲାଇନରେ ହେବ ସବୁ କାମ ।ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 15, 2019, 4:59 AM IST

ଭୁବନେଶ୍ବର: ଓଡିଶା ବିଧାନସଭାରେ ସବୁ କାର୍ଯ୍ୟ ହେବ ପେପର ଲେସ । ଅନଲାଇନରେ ହେବ ସବୁ କାମ ।ଏନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି । ବର୍ତ୍ତମାନ ଦେଶର ହିମାଚଳ ପ୍ରଦେଶର ଶିମଲା ଓ ପଂଜାବର ଚଣ୍ଡୀଗଡ଼ ବିଧାନସଭାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ରାଜ୍ୟ ସରକାରଙ୍କ ଏକ ଟିମ ଏହି ଦୁଇ ରାଜ୍ୟକୁ ଯାଇ ପ୍ରାଥମିକ ରିପୋର୍ଟ ଦେବେ । ରିପୋର୍ଟର ତର୍ଜମା କରିବା ପରେ ଏହା କାର୍ଯ୍ୟକାରୀ ହେବ । ଏକ ପ୍ରକାର ନୀତିଗତ ନିଷ୍ପତ୍ତି ହୋଇ ସାରିଛି । ମୁଖ୍ୟ ଶାସନ ସଚିବ ଓ ବାଚସ୍ପତିଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟ କରିବ। ଏନେଇ ଆବଶ୍ୟକ ପାଣ୍ଠି ଉଭୟ କେନ୍ଦ୍ରର ଓ ରାଜ୍ୟ ସରକାର ବହନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଇ- ବିଧାନ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି । ସେହି ଯୋଜନାରେ ଓଡିଶା ସାମିଲ ହେବ । ଯୋଜନା ବାବଦକୁ କେନ୍ଦ୍ର 60 ଓ ରାଜ୍ୟ 40 ପ୍ରତିଶତ ଅର୍ଥ ବହନ କରିବେ ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା ବିଧାନସଭା ରେ ସବୁ କାର୍ଯ୍ୟ ହେବ ପେପର ଲେସ। ଅନ୍ଲାଇନ୍ରେ ହେବ ସବୁ କାମ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଦେଶର ହିମାଚଲ ପ୍ରଦେଶର ଶିମଲା ଓ ପଂଜାବର ଚଣ୍ଡୀଗଡ଼ ବିଧାନସଭାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ଏକ ଟିମ ଏହି ଦୁଇ ରାଜ୍ୟକୁ ଯାଇ ପ୍ରାଥମିକ ରିପୋର୍ଟ ଦେବେ। ରିପୋର୍ଟର ତର୍ଜମ କରିବା ପରେ ଏହା କାର୍ଯ୍ୟକାରୀ ହେବ। ଏକ ପ୍ରକାର ନୀତିଗତ ନିଷ୍ପତ୍ତି ହୋଇ ସାରିଛି। ମୁଖ୍ୟ ଶାସନ ସଚିବ ଓ ବାଚସ୍ପତିଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟ କରିବ। ଏନେଇ ଆବଶ୍ୟକ ପାଣ୍ଠି ଉଭୟ କ୍ରନ୍ଦର ଓ ରାଜ୍ୟ ସରକାର ବହନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଇ ବିଧା ନ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି। ସେହି ଯୋଜନାରେ ଓଡିଶା ସାମିଲ ହେବା। ଯୋଜନା ବାବଦକୁ କେନ୍ଦ୍ର 60 ଓ ରାଜ୍ୟ 40 ପ୍ରତିଶତ ଅର୍ଥ ବହନ କଟିବେ।

Body:ବାଇଟ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.