ETV Bharat / state

ନିରାଶ ହେଲେ ସୋମାଲିକା, ହାଇକୋର୍ଟରେ ମାମଲା ଖାରଜ, ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ହେବେ ହାଜର

author img

By ETV Bharat Odisha Team

Published : Nov 3, 2023, 8:52 PM IST

Updated : Nov 3, 2023, 9:38 PM IST

ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ସୋମାଲିକା ଦାସଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ ସବରେଜିଷ୍ଟ୍ରାର ଅଫିସରଙ୍କ ନିକଟରେ ଆବେଦନ କରିଛନ୍ତି । ପୂର୍ବରୁ ଗତ ବର୍ଷ ସୋମାଲିକାଙ୍କୁ ବିବାହ କରିବା ପାଇଁ ଆବେଦନ କରିଥିଲେ ବିଧାୟକ । ହେଲେ ଗତ ସେପ୍ଟମ୍ବର 21 ରେ ସୋମାଲିକାଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି । ଯାହାର ବିରୋଧ କରିଛନ୍ତି ସୋମାଲିକା ଦାସ । ଅଧିକ ପଢନ୍ତୁ

ନିରାଶ ହେଲେ ସୋମାଲିକା, ହାଇକୋର୍ଟରେ ମାମଲା ଖାରଜ

କଟକ: ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ମାମଲା । ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ହାଇକୋର୍ଟରୁ ଝଟକା । ମାମାଲା ଏବେ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଥିବାରୁ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହ ଏହି ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ପାଇଁ ଆବେଦନ ପ୍ରକ୍ରିୟାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ସୋମାଲିକା ଦାସ ।

ସେପଟେ ଆସନ୍ତା ୭ ତାରିଖ ଦିନ ବିଜୟ ଶଙ୍କର ତାଙ୍କର ବର୍ତ୍ତମାନର ବାନ୍ଧବୀ ଓ ପୂର୍ବତନ ବାନ୍ଧବୀ ତଥା ସୋମାଲିକାଙ୍କୁ ହାଜର ହେବାକୁ କଟକ ବିବାହ ପଞ୍ଜିକରଣ ଅଧିକାରୀ ନୋଟିସ ଜାରି କରିଛନ୍ତି। ଆସନ୍ତା ୭ ତାରିଖ ଦିନ ଅପରରାହ୍ନ ୩ ଟାରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । ହାଜର ବେଳେ ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ କରିଛନ୍ତି କଟକ ବିବାହ ପଞ୍ଜିକରଣ ଅଧିକାରୀ । ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର ସୋମାଲାକିଙ୍କ ପରିବର୍ତ୍ତେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଯାହାକୁ ବିରୋଧ କରି ନ୍ୟାୟ ଦାବି କରୁଛନ୍ତି ସୋମାଲିକା ଦାସ ।

ସୋମାଲିକା ଅଭିଯୋଗ କରିଛନ୍ତି ବିଜୟ ଶଙ୍କର ବିବାହ ପାଇଁ ଯେଉଁ ଆବେଦନ କରିଛନ୍ତି ଶଙ୍କର ଦେଇଥିବା ତଥ୍ୟ, ଠିକଣା, ବୟସ ଭୁଲ ଉଲ୍ଲେଖ କରିଛନ୍ତି । କହିଛନ୍ତି ୮ ମାସ ତାଙ୍କ ସହ ବିବାହ ପାଇଁ ଯେଉଁ ତଥ୍ୟ ଦେଇ ଆବେଦନ କରିଥିଲେ ଏବେ ତାହା ସମ୍ପୂର୍ଣ୍ଣ ଓଲଟା । ତାହା ହେଲେ କେଉଁ ତଥ୍ୟ ଠିକ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋମାଲିକା?

ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ସୋମାଲିକା ଦାସଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ କଟକ ସବରେଜିଷ୍ଟ୍ରାର ଅଫିସରଙ୍କ ନିକଟରେ ଆବେଦନ କରିଛନ୍ତି । ପୂର୍ବରୁ ଗତ ବର୍ଷ ସୋମାଲିକାଙ୍କୁ ବିବାହ କରିବା ପାଇଁ ଆବେଦନ କରିଥିଲେ ବିଧାୟକ । ହେଲେ ଗତ ସେପ୍ଟମ୍ବର 21 ରେ ସୋମାଲିକାଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି । ଯାହାର ବିରୋଧ କରିଛନ୍ତି ସୋମାଲିକା ଦାସ । ଗତ ଅକ୍ଟୋବର 7 ତାରିଖରେ ନଥିପତ୍ର ସହ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ସୋମାଲିକା ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଆଜି ଶୁଣାଣି କରି ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Nov 3, 2023, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.