ETV Bharat / state

ଖୋର୍ଦ୍ଧାରେ ବଜ୍ରାଘାତରେ ଚାଷୀ ମୃତ

author img

By

Published : Oct 11, 2019, 7:48 PM IST

ଖୋର୍ଦ୍ଧାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ଖୋର୍ଦ୍ଧା: ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ । ଚାଷକାମ ସାରି ଘରକୁ ଫେରିବା ସମୟରେ ବଜ୍ରପାତ ହୋଇ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଲା ପୁବୁସାହି ପଞ୍ଚାୟତ ଚାନ୍ଦପୁର ଗ୍ରାମର ପ୍ରହ୍ଲାଦ ବେହେରାଙ୍କ (୩୫) ବଜ୍ରପାତରେ ମୃତ୍ୟୁହୋଇଛି ।

ପ୍ରହ୍ଲାଦ ବେହେରା ନିଜ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କ ଗ୍ରାମ ନିକଟ ଗୋକୁଳ ସାଗର ପୋଖରୀ ନିକଟରେ ବଜ୍ରପାତ ହୋଇଥିଲା । ଘଟଣା ବିଷୟରେ ଜାଣିବାପରେ ପରିବାର ଲୋକ ପ୍ରହ୍ଲାଦଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବଜ୍ରପାତରେ ଜଣେ ମୃତ

Body:ଖୋର୍ଦ୍ଧା : ବଜ୍ରପାତରେ ଚାଲିଗଲା ଜୀବନ । ଆଜି ବଜ୍ରପାତରେ ଖୋର୍ଦ୍ଧା ଜିଲ୍ଲା ପୁବୁସାହି ପଞ୍ଚାୟତ ଚାନ୍ଦପୁର ଗ୍ରାମର ପ୍ରହଲାଦ ବେହେରା (୩୫) ନିଜ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କ ଗ୍ରାମ ନିକଟ ଗୋକୁଳ ସାଗର ପୋଖରୀ ନିକଟରେ ହୋଇଥିଲା ବଜ୍ରପାତ । ଘଟଣା ଜାଣିବାପରେ ପ୍ରହଲାଦଙ୍କୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.