ETV Bharat / state

MIGRANT BIRD: ବିଦେଶୀ ପକ୍ଷୀ ଶିକାର କରି ଶିକାରୀ ଗିରଫ, ୬ ମୃତ ପକ୍ଷୀ ଜବତ - khordha news

ଟାଙ୍ଗି ବନ୍ୟପ୍ରାଣୀ ରେଞ୍ଜ (Tangi Wildlife Range ) ଅଭିମାନପୁର ନିକଟରୁ ୬ ବିଦେଶୀ ପକ୍ଷୀଙ୍କ (Migrant bird) ମୃତଦେହ ଜବତ । ଜଣେ ଶିକାରୀ ଗିରଫ । ଅଧିକ ପଢନ୍ତୁ

6 ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ
6 ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ
author img

By

Published : Nov 28, 2021, 1:18 PM IST

ଖୋର୍ଦ୍ଧା: ପକ୍ଷୀ ଶିକାର (Bird hunting in Khordha)କରି ବନ୍ଧା ହେଲେ ଶିକାରୀ । ୬ ବିଦେଶୀ ପକ୍ଷୀଙ୍କ (Migrant birds dead body ) ମୃତଦେହ ଜବତ । ଟାଙ୍ଗି ବନ୍ୟପ୍ରାଣୀ ରେଞ୍ଜ (Tangi Wildlife Range ) ଅଭିମାନପୁର ନିକଟରୁ ୬ ବିଦେଶୀ ପକ୍ଷୀଙ୍କୁ ଶିକାର କରି ଜଣେ ଶିକାରୀ ନେଉଥିବା ବେଳେ ବନ୍ୟପ୍ରାଣୀ କର୍ମଚାରୀ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଦ୍ୟାଧର ରାଉତ ।

6 ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ

ତେବେ ଶୀତ ଆସିଲେ ଖାଦ୍ୟ ଅନ୍ୱେଷଣରେ ହଜାର ହଜାର ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାନ୍ତି । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦେଶୀ ପକ୍ଷୀଙ୍କ ପାଇଁ ଚିଲିକାରେ ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି । କିନ୍ତୁ ସୁରକ୍ଷା କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଆଜି ସକାଳୁ ଶୀକାରି ପକ୍ଷୀ ଶିକାର କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.