ETV Bharat / state

ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା - No Zero Night celebrations

ଜିଲ୍ଲାର ଉପଖଣ୍ଡ ଅଞ୍ଚଳରେ ଜିରୋ ନାଇଟ ସେଲେବ୍ରେସନ ଏବଂ ନୂଆ ବର୍ଷରେ ବଣଭୋଜି ଉପରେ ନିଷେଧାଦେଶ ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା

author img

By

Published : Dec 29, 2020, 9:17 PM IST

ଖୋର୍ଦ୍ଧା: ଜିଲ୍ଲାର ଉପଖଣ୍ଡ ଅଞ୍ଚଳରେ ଜିରୋ ନାଇଟ ସେଲିବ୍ରେସନ ଏବଂ ନୂଆ ବର୍ଷରେ ବଣଭୋଜି ଉପରେ ନିଷେଧାଦେଶ ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ । ଆଜି ଉପଜିଲ୍ଲାପାଳ ଜିଲ୍ଲା ଉପଖଣ୍ଡର ସମସ୍ତ ତହସିଲଦାର, ଥାନା ଅଧିକାରୀମାନଙ୍କୁ ଏକ ପତ୍ର ମାଧ୍ୟମରେ ଏ ସମ୍ପର୍କରେ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା
ଖୋର୍ଦ୍ଧା ଉପଖଣ୍ଡରେ ଜିରୋ ନାଇଟ ସେଲିବ୍ରେସନକୁ ନା

କିଭଳି ଜିଲ୍ଲା ଉପଖଣ୍ଡରେ ଥିବା ହୋଟେଲ, କ୍ଲବ, କଲ୍ୟାଣମଣ୍ଡପ ଆଦିରେ ନବବର୍ଷ ପାଳନ ହେବନି ଏବଂ କୋଭିଡ କଟକଣା ପାଳନ କରାଯିବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ସେହିପରି ଏହି ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କୋଭିଡ଼ ନିୟମାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.