ETV Bharat / state

ଯୁବକଙ୍କୁ ପଥରରେ ଛେଚି ହତ୍ୟା, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ବୋମା ମାଡ଼, ଏବଂ ପରେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା । ବାଙ୍କୀ ଥାନା ଅନ୍ତର୍ଗତ ଆନନ୍ଦନାଥ ପାଟଣା ସାହି ନିକଟରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ...

author img

By

Published : Oct 24, 2020, 3:27 PM IST

murder a men in patnasahi at banki
ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଖୋର୍ଦ୍ଧା: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଆନନ୍ଦନାଥ ପାଟଣା ସାହି ନିକଟରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ବୋମା ମାଡ଼ ଏବଂ ପରେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା । ମୃତକଙ୍କ ନାମ ଗୋବିନ୍ଦ ବେହେରା ।

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ସୂଚନାମୁତାବକ, ଆଜି(ଶନିବାର) ସକାଳ ସମୟରେ ମୃତ ଯୁବକ ଜଣକ ବାଇକରେ ଘର ସଉଦା କିଣିବାକୁ ଯାଉଥିବାବେଳେ ସେହି ଗ୍ରାମର କିଛି ଦୁର୍ବୃତ୍ତ ପ୍ରଥମେ ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ । ଏବଂ ପରେ ସେ ତଳେ ପଡିଯିବାରୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ବାଙ୍କି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.