ETV Bharat / state

ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ ନିର୍ବାଚନ, ଭୁବନେଶ୍ୱର ଫେରି ମହାପ୍ରଭୁଙ୍କୁ ଧନ୍ୟବାଦ ଦେଲେ ଅପରାଜିତା

author img

By

Published : Oct 20, 2022, 10:32 PM IST

ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଗୁରୁବାର ସେ ଭୁବନେଶ୍ବର ଫେରି ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନକୁ ନିର୍ବାଚିତ ହେଲେ ଅପରାଜିତା, ଭୁବନେଶ୍ବର ଫେରି ମହାପ୍ରଭୁଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି । ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହା ସହିତ ସେ ଏୟାରପୋର୍ଟରୁ ବାହାରି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତାପରେ ସେ ପ୍ରେସମିଟ୍ କରିଥିଲେ ।

ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ ନିର୍ବାଚନ

ଲୋକମାନଙ୍କ ସମର୍ଥନ ମୋର ଆଶା ବାହାରେ ଥିଲା । ସମସ୍ତଙ୍କୁ ମୋର ଅନ୍ତରରୁ କୃତଜ୍ଞତା । ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନର ନିର୍ବାଚନ ଥିଲା। ଏଥିରେ ୧୭୮ ଦେଶର ପ୍ରତିନିଧି ଅଛନ୍ତି। ମତେ ଏଥିପାଇଁ ଯୋଗ୍ୟ ମନେକରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ମୁଁ କୃତଜ୍ଞ । ମୋର ଏହି ବିଜୟ କୌଣସି ବ୍ୟକ୍ତିଗତ ବିଜୟ ନୁହେଁ, ଦେଶର ବିଜୟ । ଦୀର୍ଘ ବର୍ଷ ପରେ ଭାରତକୁ ଏଭଳି ସଫଳତା ମିଳିଛି । ପୂର୍ବରୁ ୨୦୦୨ ମସିହାରେ ଶେଷ ଥର ପାଇଁ ନଜମା ହେପତୁଲ୍ଲାଙ୍କୁ ଏହି ଗୌରବ ମିଳିଥିଲା । ପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜ ଙ୍କ ବିନା ଏଭଳି ସୌଭାଗ୍ୟ ମତେ ମିଳିନଥାନ୍ତା । ତେଣୁ ସେମାନଙ୍କୁ କୋଟି କୋଟି ପ୍ରଣାମ ବୋଲି କହିଥିଲେ ଅପରାଜିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.