ETV Bharat / state

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

ବାଇକରେ ଗୋଟିଏ ପରିବାର ଘରକୁ ଫେରୁଥିବାବେଳେ, କଳା ପଲସରରେ ଆସି କିଛି ଦୁର୍ବୃତ୍ତ ଭୁଜାଲି ଦେଖାଇ ସେମାନଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଲୁଟ କରିଛନ୍ତି । ଅଧିକ ପଢନ୍ତୁ...

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା
ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା
author img

By

Published : Sep 27, 2020, 7:08 PM IST

ଖୋର୍ଦ୍ଧା: 16 ନମ୍ୱର ଜାତୀୟ ରାଜପଥରେ କଳା ପଲସର ଆତଙ୍କ । ଦିନ ଦ୍ବିପହରେ ଗୋଟିଏ ପରିବାର ଉପରେ ଆକ୍ରମଣ କରି ଲୁଟ ହୋଇଥିବା ଅଭିଯୋଗ । ଆହତ ମହିଳାଙ୍କୁ ଖୋର୍ଦ୍ଧା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

ସୂଚନାନୁସାରେ, ଖୋର୍ଦ୍ଧା ଟାଙ୍ଗୀର ସ୍ମିତା ପାଇକରାଙ୍କ ପରିବାର ବାଇକରେ ଘରକୁ ଫେରୁଥିବାବେଳେ ଉଗ୍ରତାରା ଛକ ନିକଟରେ କଳା ପଲସରରେ ତିନି ଜଣ ଆସି ହଠାତ୍ ମହିଳାଙ୍କୁ ଆକ୍ରମଣ କରିଥିଲେ । ପରେ ସାଙ୍ଗରେ ଥିବା ଛୋଟ ପୁଅ ବେକରେ ମାରଣାସ୍ତ୍ର ଲଗାଇ ସମସ୍ତ ଅଳଙ୍କାର, ଟଙ୍କା ଓ ମୋବାଇଲ ଲୁଟ କରିଥିଲେ। ପରେ ପରିବାର ପକ୍ଷରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିଲା ପରିବାର । ଅଭିଯୋଗ କ୍ରମେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.