ETV Bharat / state

ଦେଶୀ ମଦ ଭାଟିରେ ଚଢ଼ାଉ, ବିପୁଳ ପରିମାଣର ପୋଚ ନଷ୍ଟ

author img

By

Published : Jun 8, 2021, 6:14 PM IST

ଖୋର୍ଦ୍ଧାରେ ଦେଶି ମଦ ଭାଟିରେ ସିକୋ ପୋଲିସର ଚଢ଼ାଉ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ, ଦେଶୀ ମଦ ଜବତ । ଅଧିକ ପଢନ୍ତୁ...

ଦେଶି ମଦ ଭାଟିରେ ପୋଲିସର ଚଢ଼ାଉ
ଦେଶି ମଦ ଭାଟିରେ ପୋଲିସର ଚଢ଼ାଉ

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ ଏକଡାଳିଆ ଜଙ୍ଗଲରେ ଦେଶୀ ମଦ ରନ୍ଧା ବେଳେ ଚଢାଉ । ଖବରପାଇ ସିକୋ ଫାଣ୍ଡି ପୋଲିସ ଏହି ଚଢାଉ କରିଛି । ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ୩ ହଜାର ଲିଟର ପୋଚ, ୬୦ ଲିଟର ଦେଶୀ ରନ୍ଧା ମଦ, ଗ୍ୟାସ ସିଲିଣ୍ଡର ଓ ମଦରନ୍ଧା ସାମଗ୍ରୀ ଜବତ କରିଛି ।

ଦେଶି ମଦ ଭାଟିରେ ପୋଲିସର ଚଢ଼ାଉ : ବିପୁଳ ପରିମାଣର ମଦ ଜବତ

ପୋଲିସ ଚଢ଼ାଉ ଦେଖି ମଦ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.