ETV Bharat / state

କେଭି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଅଭିଭାବକଙ୍କ ପରେ ଛାତ୍ରଛାତ୍ରୀଙ୍କ ନ୍ୟାୟ ଦାବି - bhubaneswar news

ଥମିବାର ନାଁ ନେଉନାହିଁ କେଭି-3 ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଅଭିଭାବକଙ୍କ ପରେ ଏବେ ଆନ୍ଦୋଳନମୁହାଁ ଛାତ୍ରଛାତ୍ରୀ । ଘଟଣାର ନ୍ୟାୟ ଦାବି କରିବା ସହ ଶିକ୍ଷୟିତ୍ରୀଙ୍କ ଗିରଫ ଦାବି କରି ସ୍କୁଲ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ ।

KV 3 student suicide attempt issue
କେଭି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଛାତ୍ରଛାତ୍ରୀଙ୍କ ନ୍ୟାୟ ଦାବି
author img

By

Published : Dec 8, 2019, 2:20 AM IST

ଭୁବନେଶ୍ବର: ଛାତରୁ ଡେଇଁ ରାଜଧାନୀ ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟ-3ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ବଢୁଛି ତାତି । ଅଭିଭାବକଙ୍କ ପରେ ଏବେ ଆନ୍ଦୋଳନମୁହାଁ ଛାତ୍ରଛାତ୍ରୀ । ଘଟଣାରେ କେଭି-3 ଶିକ୍ଷକଙ୍କ ଗିରଫ ଦାବି କରି ସ୍କୁଲ ଫାଟକ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ଯାହା ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

KV 3 student suicide attempt issue
କେଭି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଛାତ୍ରଛାତ୍ରୀଙ୍କ ନ୍ୟାୟ ଦାବି

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ପିଇଟି ଶିକ୍ଷୟିତ୍ରୀଙ୍କ ମାନସିକ ଅତ୍ୟାଚାର ଯୋଗୁଁ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରି ଛାତରୁ ଡେଇଁଥିଲେ । ଏବେ ସେ ଆଇସିୟୁରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଶିକ୍ଷୟିତ୍ରୀଙ୍କ ଏଭଳି ବ୍ୟବହାରକୁ ନେଇ ଛାତ୍ରଛାତ୍ରୀ ନ୍ୟାୟ ଦାବି କରିଛନ୍ତି ।

ସେପଟେ ଘଟଣାକୁ ନେଇ 3 ଜଣିଆ କେନ୍ଦ୍ରୀୟ କମିଟି ଆସୁଥିବା ଜଣାପଡିଛି । ଏହି କମିଟି ଘଟଣାର ତଦନ୍ତ କରିବା ସହ କେଉଁ କାରଣରୁ ଛାତ୍ରୀ ଜଣକ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ କରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:କେନ୍ଦ୍ରିୟ ବିଦ୍ଯାଳୟ ୩ରେ ଗିରଫ ତାତି ,
ଅଭିଭାବକ ପରେ ବାହାରିଲେ ଛାତ୍ରଛାତ୍ରୀBody:

ଅଭିଭାବକ ପରେ ଛାତ୍ରଛାତ୍ରୀ।ଛାତ୍ରୀଙ୍କ ଆତ୍ମହତ୍ଯା ଉଦ୍ଯମକୁ ନେଇ ବଢୁଛି ତାତି।କେଭି ୩ ରେ ଶିକ୍ଷଙ୍କ ଗିରଫ ଦାବି ।ଗେଚ ସମ୍ମୁଖରେ ଆନ୍ଦୋଳନରେ ଛାତ୍ରଛାତ୍ରୀ।ଯାହା ସାରା ରାଜଧାନୀରେ ଏବ ଚର୍ଚାର କେନ୍ଦ୍ର ପାଲଟିଛି।ଛାତ୍ରୀଙ୍ରୁ ମାନସିକ ଅତ୍ଯାଚର ଯୋଗୁ ଆତ୍ମହତ୍ଯା ଉଦ୍ଯମ କରି ଛାତରୁ ଡେଇଁଥିଲେ। ଏବେ ଆସିୟୁରେ ଜିବନ ସହ ସଂଗ୍ରାମ କରୁଥିବା ବେଳେ ଅଭିଭାବକ ସଂଗଠନ ପରେ ଏବେ ଛାତ୍ରଛାକ୍ର ନ୍ଯାୟ ପାଇ କରିଛନ୍ତି ଦାବି।ସେପଟେ ଘଟଣାକୁ ନେଇ ତିନିଜଣିଆ କେନ୍ଦ୍ରିୟ କମିଟି ଆସୁଥିବା ଜଣାପଡିଛି ଯେକି ଘଟଣାର ତଦନ୍ତ କରିବେ ପ୍ରକୃତରେ କେଉ କାରଣରୁ ଛାତ୍ରୀ ଜଣକ ଛାତରୁ ଡେଇଁ ଆତ୍ମହତ୍ଯଆ ଉଦ୍ଯମ କରିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.