ETV Bharat / state

ସାନିଟାଇଜ ହେଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ - sanitization in khurdha

କୋରୋନା ସଂକ୍ରମଣ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭିତର ଓ ବାହାରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଅଧିକ ପଢନ୍ତୁ...

ସାନିଟାଇଜ ହେଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

author img

By

Published : Apr 16, 2020, 7:48 PM IST

Updated : Apr 16, 2020, 8:05 PM IST

ଖୋର୍ଦ୍ଧା: ଦେଶରେ କାୟା ବିସ୍ତାର କରୁଛି ମହାମାରୀ କୋରୋନା ଭାଇରସ । ଦିନକୁ ଦିନ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବିଭିନ୍ନ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଚାଲିଛି ବିଶୋଧନ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ 26 ତାରିଖଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜ କରାଯାଉଛି ।

ସାନିଟାଇଜ ହେଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଗୁରୁବାର ସୋଡ଼ିଅମ ହାଇପୋକ୍ଲୋରାଇଡ଼ କେମିକାଲକୁ ପାଣିରେ ମିଶାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭିତର ଓ ବାହାରକୁ ସିଞ୍ଚନ କରାଯାଇଛି । ଏହି କେମିକାଲ ସିଞ୍ଚନ ଦ୍ବାରା ବାହାରେ ଥିବା ଭୁତାଣୁ ନଷ୍ଟ ହୋଇଯିବେ ବୋଲି କହିଛନ୍ତି ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 16, 2020, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.