ETV Bharat / state

ଆଖଣ୍ଡଳମଣି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

author img

By

Published : Aug 17, 2019, 2:25 PM IST

ଖୋର୍ଦ୍ଧାର ଆଖଣ୍ଡଳମଣି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ହୁଣ୍ଡି ସହ ଭଣ୍ଡାର ଘର ତାଲା ଭାଙ୍ଗି ନଗଦ ଟଙ୍କା ମଧ୍ୟ ଲୁଟ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲାର ରାମଚନ୍ଦ୍ରପୁରରେ ଥିବା ଆଖଣ୍ଡଳମଣି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଥିବାର ଜଟଣୀ ଥାନାରେ ଅଭିଯୋଗ ହୋଇଛି । ମନ୍ଦିରର ହୁଣ୍ଡି ଭାଙ୍ଗିବା ସହ ଭଣ୍ଡାର ଘର ତାଲା ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃର୍ତ୍ତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ସହିତ ଭଣ୍ଡାରଘରେ ଥିବା ସିନ୍ଦୁକ ଭାଙ୍ଗି ବାବା ଆଖଣ୍ଡଳମଣିଙ୍କ ଅଳଙ୍କାର ଲୁଟିନେଇଛନ୍ତି । ଶନିବାର ସକାଳୁ ମନ୍ଦିର ତାଲା ଭାଙ୍ଗିଥିବା ପୂଜକ ଦେଖିବା ପରେ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ଖୋର୍ଦ୍ଧା : ଜଟଣୀ ରାମଚନ୍ଦ୍ରପୁରରେ ଥିବା ଆଖଣ୍ଡଳମଣି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଥିବା ଜଟଣୀ ଥାନାରେ ଅଭିଯୋଗ ହୋଇଛି । Body:ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ସହିତ ଭଣ୍ଡାରଘରେ ଥିବା ସିନ୍ଦୁକ ଭାଙ୍ଗି ଅଳଙ୍କାର ବାବା ଆଖଣ୍ଡଳମଣିଙ୍କ ଲୁଟିନେଇଛନ୍ତି । ସକାଳୁ ମନ୍ଦିର ତାଲା ଭାଙ୍ଗିଥିବା ପୂଜକ ଦେଖିବାପରେ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । Conclusion: ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରୀରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.