ETV Bharat / state

ନିଶା ବେପାରୀଙ୍କ ଆକ୍ରମଣର ଶିକାର ସାମ୍ବାଦିକ

author img

By

Published : Apr 1, 2020, 2:33 PM IST

ଖୋର୍ଦ୍ଧାରେ ନିଶା କାରବାରକୁ ବିରୋଧ କରି ଆକ୍ରମଣର ଶିକାର ହେଲେ ସାମ୍ବାଦିକ । ସାମ୍ବାଦିକଙ୍କୁ ଛୁରୀରେ ଆକ୍ରମଣ କଲେ ନିଶାବେପାରୀ । ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରି ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଅଧିକ ପଢନ୍ତୁ...

journalists-attacked-by-drug-dealers-in-khordha
ନିଶା ବେପାରୀଙ୍କ ଆକ୍ରମଣର ଶିକାର ହେଲେ ସାମ୍ବାଦିକ

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଆକ୍ରମଣ। ନିଶା ବେପାରୀଙ୍କ ଆକ୍ରମଣର ଶିକାର ହେଲେ ସାମ୍ବାଦିକ । ଖୋର୍ଦ୍ଧା ଜିଲ୍ଲାରେ ନିଶା କାରବାରକୁ ବିରୋଧ କରିବାରୁ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଖୋର୍ଦ୍ଧାର ସମ୍ବାଦିକ ପ୍ରକାଶ ହାତୀ ନିଜ ଗ୍ରାମରୁ ଖୋର୍ଦ୍ଧା ଆସୁଥିବା ବେଳେ ରାସ୍ତାରେ ଆତର୍କିତ ଭାବରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ଛୁରୀ ଦ୍ବାରା ଆକ୍ରମଣ କରିଛନ୍ତି । ଆକ୍ରମଣରେ ପ୍ରକାଶଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଏହାପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୂର୍ବରୁ ନିଶା କାରବାରକୁ ବିରୋଧ କରିବାରୁ ଆକ୍ରମଣ କରାଯାଇଥିବା କହିଛନ୍ତି ।

ଏହା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତଭାବେ ଅଭିଯୋଗ କରି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.