ETV Bharat / state

ଜଟଣୀ ଗଣେଶ ପୂଜା କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସହରରେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂକୁ ପ୍ରାଥମିକତା ଦିଆଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 24, 2019, 12:40 AM IST

ଖୋର୍ଦ୍ଧା: ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତରାୟଣୀ କ୍ଲବ ପରିସରରେ ଆଜି ଏହି ବୈଠକ ଆୟୋଜିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚଳିତ ବର୍ଷ ସହରରେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂକୁ ପ୍ରାଥମିକତା ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି । ପୂଜା ସମୟରେ ଡିଜେ ଓ ଯାତ୍ରାପାର୍ଟି ସାଉଣ୍ଡ ଉପରେ କଟକଣା ଲାଗିବ ବୋଲି ଜଣାପଡିଛି । ଜଟଣୀ ଗଣେଶ ପୂଜା ପାଇଁ ପ୍ରସିଦ୍ଧ ଥିବାବେଳେ ଆଜିର ଏହି ବୈଠକରେ ଜଟଣୀ ପୌର ପ୍ରଶାସକ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜଟଣୀ ଗଣେଶ ପୂଜା ନେଇ କମିସନରେଟ ପୋଲିସର ପ୍ରସ୍ତୁତି

Body:ଖୋର୍ଦ୍ଧା : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି ପାଇଁ ବୈଠକ ଆଜି ସ୍ଥାନୀୟ ଉତରାୟଣୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଗଣେଶ ପୂଜା ପାଇଁ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ତା ସହିତ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂକୁ ପ୍ରାଥମିକତା ଦିଆଯିବା ସହ ଡିଜେ ଓ ଯାତ୍ରାପାର୍ଟି ସାଉଣ୍ଡ ଉପରେ ଲାଗିବ କଟକଣା ବୋଲି ଜଣାପଡିଛି । ଏହି ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଆଜିର ବୈଠକରେ ଜଟଣୀ ପୌର ପ୍ରଶାସକ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।

Conclusion:ବାଇଟ - ଅନୁପ ସାହୁ , ଡିସିପି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.