ETV Bharat / state

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ - ଚିଲିକା ଚିଙ୍ଗୁଡି ଘେରି

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ପୂର୍ବରୁ ମଧ୍ୟ ୩ ଥର କରାଯାଇଛି ଉଚ୍ଛେଦ । ଅଧିକ ପଢନ୍ତୁ...

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ
author img

By

Published : Jun 6, 2021, 9:04 AM IST

ଖୋର୍ଦ୍ଧା: ଚିଲିକାରୁ ପୁଣି ଉଚ୍ଛେଦ ହେଲା ବେଆଇନ ଚିଙ୍ଗୁଡି ଘେରି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆଙ୍କ ନେତୃତ୍ବରେ ଚିଲିକା ବ୍ଲକର ହାଟବରଡିହ ଅଞ୍ଚଳ ସଂଲଗ୍ନ ଚିଲିକା ଜଳରାଶି ମଧ୍ୟରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ଅଭିଯାନରେ ପ୍ରାୟ ୫୫ ଏକର ବେଆଇନ ଘେରି ହଟାଯାଇଛି ।

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବିଶ୍ବ ପ୍ରସିଦ୍ଧ ଚିଲିକା ହ୍ରଦକୁ ବେଆଇନ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ପୂର୍ବରୁ ୩ ଥର ଉଚ୍ଛେଦ କରାଯାଇଥିବା ବେଳେ ଉପଜିଲାପାଳଙ୍କ ନେତୃତ୍ବରେ ହାଟବରଡି ଗ୍ରାମର ଜେଟିଠାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି ।

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.