ETV Bharat / state

ବେଆଇନ ଜିଲୋଟିନ ବିସ୍ଫୋରଣ, ଦୁଇ ବଖରା ଘର ଭସ୍ମୀଭୂତ

author img

By

Published : Mar 28, 2020, 9:37 PM IST

ବେଆଇନ ଜିଲୋଟିନ ବିସ୍ଫୋରଣରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଛକ ନିକଟରେ ଦୁଇ ବଖରା ଘର ଭସ୍ମୀଭୂତ ହୋଇଛି । ଅଧିକ ପଢନ୍ତୁ..

ବେଆଇନ ଜିଲୋଟିନ ବିସ୍ପୋରଣ, ଦୁଇ ବଖରା ଘର ଭସ୍ମୀଭୂତ

ଖୋର୍ଦ୍ଧା: ବେଆଇନ ଜିଲୋଟିନ ବିସ୍ପୋରଣରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଛକ ନିକଟରେ ଦୁଇ ବଖରା ଘର ଭସ୍ମୀଭୂତ ହୋଇଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଏହା ଭୂକମ୍ପର ଭ୍ରମ ସୃଷ୍ଟି କରିଥିଲା ।

ଏହି ବିସ୍ପୋରଣରେ ଏପର୍ଯ୍ୟନ୍ତ କେହି ଆହତ କିମ୍ବା ମୃତାହତ ହୋଇଥିବା ଖବର ମିଳିନଥିବା ବେଳେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୁଖ୍ୟତଃ ଏହି ବେଆଇନ ଜିଲୋଟିନ ପଥର ଫଟାଇବା କାମରେ ବ୍ୟବହୃତ ହେଉଥିବା ବେଳେ କିଏ ଏହାକୁ ଆଣିଥିଲା ସେନେଇ ଏବେ ପୋଲିସ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.