ETV Bharat / state

ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶାହା - ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ଯସଭାରେ ପାରିତ ହୋଇଛି ଧାରା 370 ଉଚ୍ଛେଦ ବିଲ । ପରେ ଲୋକସଭାରେ । ଏହାପରେ ଜମ୍ମୁ କାଶ୍ମୀରରେ ସଂରକ୍ଷଣ ବିଲ ଲାଗୁ କରାଯିବ ବୋଲି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଫଟୋ ସୌଜନ୍ୟ: ରାଜ୍ଯସଭା ଟିଭି
author img

By

Published : Aug 5, 2019, 9:46 PM IST

ଭୁବନେଶ୍ବର: ଜମ୍ମୁ କାଶ୍ମୀରରେ ଲାଗୁଥିବା ବିବାଦୀୟ ଧାରା 370 ଉଚ୍ଛେଦ। ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କଂଗ୍ରେସ, ଜେଡ଼ିୟୁ ସମେତ ଅନେକ ରାଜନୈତିକ ଦଳ ବିଲକୁ ବିରୋଧ କରିଥିବା ବେଳେ ବିଏସପି ଓ ଏଆଇଡ଼ିଏମକେ ସମର୍ଥନ କରିଛି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଦେଇଛି । ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଜମ୍ମୁ କାଶ୍ମୀରରେ ସଂରକ୍ଷଣ ବିଲ ଲାଗୁ କରିବା ନେଇ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ଅମିତ ଶାହା ।

ଭିଡ଼ିଓ ସୌଜନ୍ୟ: ରାଜ୍ଯସଭା ଟିଭି

ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହା କହିଛନ୍ତି, ଲୋକସଭାରେ ବିବାଦୀୟ ଧାରା 370 ଉଚ୍ଛେଦ ପାସ ହୋଇନାହିଁ । ଲୋକସଭାରେ ପାସ ହେଲେ ରାଜ୍ୟସଭାରେ ପାସ ହେବାର ଆବଶ୍ୟକତା ନାହିଁ । ସଂରକ୍ଷଣ ବିଲ ଜମ୍ମୁ କାଶ୍ମୀରରେ ଲାଗୁହେବାର କୌଣସି ଅସୁବିଧା ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମତ ରଖି କହିଥିଲେ ଯେ, ଧାରା ୩୭୦ ଉଚ୍ଛେଦକୁ ବିଜେଡି ସମର୍ଥନ କରୁଛି। ଆଜିର ଏହି ପଦକ୍ଷେପ ପରେ ସାରା ଦେଶ ସମାନ ହୋଇଗଲା । ସେ ଆହୁରି କହିଛନ୍ତି, ‘ଜମ୍ମୁ ଓ କଶ୍ମୀର ଆଜି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା। ଆମେ ଆଞ୍ଚଳିକ ଦଳ ହୋଇଥିଲେ ବି ଦେଶ ଆମ ପାଇଁ ପ୍ରଥମ । ଆମେ ସେଦିନ ବେଶୀ ଖୁସି ହେବୁ ଯେଉଁଦିନ ପାକ୍‌ ଅଧିକୃତ କଶ୍ମୀର (ପିଓକେ) କଶ୍ମୀରର ଏକ ଅଂଶ ହୋଇଯିବ।’

ଭୁବନେଶ୍ବରରୁ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଚୁକ୍ତି ଉଲଂଘନ ହୋଇଛି। ଦେଶ ପାଇଁ ଭଲ ନୁହେଁ, ଦେଶର ସୁରକ୍ଷା ପାଇଁ ଭଲ ନୁହେଁ। କିଛି ନା କିଛି ଗିଲାମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ମୁ ଗ୍ରହଣ କରି ପାରୁ ନାହିଁ।Body:କାଶ୍ମୀର ରାଜାଙ୍କ ଚୁକ୍ତି ଅନୁସାରେ ସମ୍ବିଧାନରେ ଧର 370 ଓ 35ଏ ରହିଥିଲା। ହେଲେ ହଠାତ ତାକୁ କେନ୍ଦ୍ର ସରକାର ଉଠାଇ ଦେବା ଅର୍ଥ ଚୁକ୍ତି ଉଲଂଘନ କରିବା। ବିରୋଧୀ ଦଳକୁ ବିଶ୍ୱାସକୁ ନନେଇ, ଜଣ ସାଧାରଣ ଙ୍କୁ ବିସ୍ଵାକ୍ଷ ନ କରି, ରାଜ ନେତାଙ୍କୁ ବନ୍ଦୀ କରି ଏଭଳି ନିଷ୍ପତ୍ତି ନେବା ଗଣତନ୍ତ୍ରରେ ଶୋଭା ପାଏନି ବୋଲି ନରସିଂହ କହିଛନ୍ତି।
ବାଇଟ- ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.