ETV Bharat / state

ପୁଅ ସ୍ୱପ୍ନ ସାକାର ପାଇଁ ବିଜେପି ଛାଡିଛନ୍ତି ଗିରିଧର ଗମାଙ୍ଗ: ବିଜେପି - ଗିରିଧର ଗମାଙ୍ଗ

ବିଜେପିରୁ ଗିରିଧରଙ୍କ ଇସ୍ତଫା ପରେ ଆଜି ବିଜେପି ମୁଖପାତ୍ର ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ‘‘ବିଜେପି ତାଙ୍କୁ ଭଲ ସୁଯୋଗ ଦେଇଛି । ହେଲେ ସେ ତାକୁ କାର୍ଯ୍ୟକାରୀ କରି ପାରିଲେ ନାହିଁ। ଭାରତୀୟ ଜନତା ପାର୍ଟି ଗିରିଧର ବାବୁଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଥିଲା ।" ଅଧିକ ପଢନ୍ତୁ

ପୁଅ ସ୍ବପ୍ନ ସାକାର ପାଇଁ ବିଜେପି ଛାଡିଛନ୍ତି ଗିରିଧର ଗମାଙ୍ଗ: ବିଜେପି

author img

By

Published : Jan 25, 2023, 8:30 PM IST

ପୁଅ ସ୍ବପ୍ନ ସାକାର ପାଇଁ ବିଜେପି ଛାଡିଛନ୍ତି ଗିରିଧର ଗମାଙ୍ଗ: ବିଜେପି

ଭୁବନେଶ୍ବର: ପୁଅର ସ୍ବପ୍ନକୁ ସାକାର କରିବା ପାଇଁ ବିଜେପି ଛାଡିଛନ୍ତି ଗିରିଧର ଗମାଙ୍ଗ । ବିଜେପି ତାଙ୍କୁ ଭଲ ସୁଯୋଗ ଦେଇଛି । ହେଲେ ସେ ତାକୁ କାର୍ଯ୍ୟକାରୀ କରି ପାରିଲେ ନାହିଁ। ଭାରତୀୟ ଜନତା ପାର୍ଟି ଗିରିଧର ବାବୁଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଥିଲା । ଦୀର୍ଘଦିନ ଧରି ଦଳରେ ଥିବା ନେତା ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇପାରିନାହାନ୍ତି । ଶିଶିର ଗମାଙ୍ଗଙ୍କୁ ଦଳ ସାଧାରଣ ସମ୍ପାଦକ କରିଥିଲା । ଏହାସତ୍ବେ ସେ ବିଜେପି କାହାଁକି ବିଜେପି ଛାଡିଲେ ସେ ଜାଣିଥିବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

ବିଜେପିରୁ ଗିରିଧରଙ୍କ ଇସ୍ତଫା ପରେ ଆଜି ବିଜେପି ମୁଖପାତ୍ର ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ‘‘ବିଜେପି ତାଙ୍କୁ ଭଲ ସୁଯୋଗ ଦେଇଛି । ହେଲେ ସେ ତାକୁ କାର୍ଯ୍ୟକାରୀ କରି ପାରିଲେ ନାହିଁ। ଭାରତୀୟ ଜନତା ପାର୍ଟି ଗିରିଧର ବାବୁଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଥିଲା । ଦୀର୍ଘଦିନ ଧରି ଦଳରେ ଥିବା ନେତା ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇପାରିନାହାନ୍ତି । ଶିଶିର ଗମାଙ୍ଗଙ୍କୁ ଦଳ ସାଧାରଣ ସମ୍ପାଦକ କରିଥିଲା ।’’

ଭାରତ ରାଷ୍ଟ୍ର ସମିତିରେ ଗିରିଧର ଯୋଗଦେବା ଚର୍ଚ୍ଚାକୁ ନେଇ ଦିଲ୍ଲୀପ କହିଛନ୍ତି ବିଆରଏସ ଓଡିଶାରେ କଣ କରିବ ସେ କଥା ଆପଣ ଜାଣିଛନ୍ତି ଆମେ ବି ଜାଣିଛୁ । ବିଆରଏସ ଆଳରେ ନିଜ ପୁଅର ସ୍ବପ୍ନକୁ ସାକାର କରିବା ପାଇଁ, ଗିରିଧର ବାବୁ ସବୁ ପୁଞ୍ଜି ଲଗାଇଦେଇଛନ୍ତି । ବିଜେପି ଉପରେ ଅଭିଯୋଗ ଆଧାର ହୀନ, ଦଳ ଛାଡିବା ପାଇଁ ଏକ ବାହାନା ମାତ୍ର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.