ETV Bharat / state

ଅଭିନବ ଉପାୟରେ ଗ୍ୟାସ୍ ଲୁଟ: ବାନ୍ଧିଲା ପୋଲିସ

ଗ୍ୟାସ ସିଲିଣ୍ଡର ଲୁଟି ନେଉଥିବା ତିନି ଲୁଟେରାଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ଅଭିନବ ଉପାୟରେ ଗ୍ୟାସ୍ ଲୁଟ: ଧରିଲା ପୋଲିସ
author img

By

Published : Oct 31, 2019, 11:18 PM IST

ଖୋର୍ଦ୍ଧା: ଗ୍ରାମାଞ୍ଚଳର ମହିଳାଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଖାଲି ଗ୍ୟାସ ସିଲିଣ୍ଡର ଲୁଟି ନେଉଥିବା ତିନି ଲୁଟେରାଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗିରଫ କରିଛି ।

gas loot in khordha
ଅଭିନବ ଉପାୟରେ ଗ୍ୟାସ୍ ଲୁଟ: ଧରିଲା ପୋଲିସ

ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଅଟୋ ଏବଂ 22ଟି ଗ୍ୟାସ ସିଲିଣ୍ଡରକୁ ଜବତ କରିଛି ପୋଲିସ । ଏହା ମଧ୍ୟରେ ବିଭିନ୍ନ କମ୍ପାନୀର ସିଲିଣ୍ଡର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରବିନାରାୟଣ ମହାରଣା, ମାନସ ମହାକୁଡ଼, ସୁକାନ୍ତ ସାହୁ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଅଭିନବ ଉପାୟରେ ଲୁଟ

Body:ଖୋର୍ଦ୍ଧା : ଗ୍ରାମାଞ୍ଚଳର ମହିଳା ମନଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଖାଲି ଗ୍ୟାସ ସିଲିଣ୍ଡର ଲୁଟି ନେଉଥିବା ତିନି ଲୁଟେରାଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଅଟୋ ଏବଂ 22ଟି ଗ୍ୟାସ ସିଲିଣ୍ଡରକୁ ଜବତ କରିଛି ପୋଲିସ । ତା ମଧ୍ୟରେ ବିଭିନ୍ନ କମ୍ପାନୀର ସିଲିଣ୍ଡର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରବିନାରାୟଣ ମହାରଣା,ମାନସ ମହାକୁଡ଼,ସୁକାନ୍ତ ସାହୁ । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.