ETV Bharat / state

ବିଭିନ୍ନ ମାମଲାରେ ସମ୍ପୃକ୍ତ 4 ଡକାୟତ ଗିରଫ: 60 ଲକ୍ଷ ଟଙ୍କାର ସାମଗ୍ରୀ ଜବତ

author img

By

Published : Apr 11, 2022, 9:32 PM IST

ଗତ 3 ତାରିଖରେ 57 ନଂ ଜାତୀୟ ରାଜପଥର ବାଘମାରି ଥାନା ଅଞ୍ଚଳରେ ଏଲଇଡି ବୋଝେଇ ଟାଟା ଏସଇକୁ ଲୁଟ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ଅଧିକ ପଢନ୍ତୁ

ବିଭିନ୍ନ ମାମଲାରେ ସମ୍ପୃକ୍ତ 4 ଡକାୟତ ଗିରଫ: 60 ଲକ୍ଷ ଟଙ୍କାର ସାମଗ୍ରୀ ଜବତ
ବିଭିନ୍ନ ମାମଲାରେ ସମ୍ପୃକ୍ତ 4 ଡକାୟତ ଗିରଫ: 60 ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା: ଗତ 3 ତାରିଖରେ 57 ନଂ ଜାତୀୟ ରାଜପଥର ବାଘମାରି ଥାନା ଅଞ୍ଚଳରେ ଏଲଇଡି ବୋଝେଇ ଟାଟା ଏସଇକୁ ଲୁଟ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ମିଳିଛି ସଫଳତା । 4 ଡକାୟତଙ୍କୁ ପୋଲିସ ଗିରଫ କରିବା ସହ ଲୁଟ ହୋଇଥିବା ସାମଗ୍ରୀ ଜବତ ହୋଇଥିବା ଖୋର୍ଦ୍ଧା ଏସପି ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଡକାୟତି ଘଟଣାରେ ପୋଲିସ ଖୋର୍ଦ୍ଧା ଏବଂ ତାଳବସ୍ତ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ନାୟକ ସମେତ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଲୁଟ ହୋଇଥିବା ଗାଡି ସହ ପ୍ରାୟ 32 ଲକ୍ଷ ଟଙ୍କାର ସାମଗ୍ରୀ, ଗୋଟିଏ କାର ଏବଂ ଗୋଟିଏ ସ୍କର୍ପିଓ ଜବତ କରାଯାଇଛି । ସମସ୍ତ ଜବତ ସାମଗ୍ରୀ ଓ ଗାଡିର ମୂଲ୍ୟ ପ୍ରାୟ 60 ଲକ୍ଷ ଟଙ୍କା ହେବ । ସେହିଭଳି ମୁଖ୍ୟ ଅଭିଯୁକ୍ତ ନାମରେ ପୂର୍ବରୁ ବହୁ ମାମଲା ଥିବା କହିଛନ୍ତି ଏସପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.