ETV Bharat / state

ଚିଲିକା ଡଙ୍ଗାବୁଡି ଘଟଣା, ବନ୍ଧାହେଲେ 4ଡଙ୍ଗା ମାଲିକ

ଚିଲିକା ଡଙ୍ଗାବୁଡି ଘଟଣାରେ ୪ ଜଣ ଡଙ୍ଗା ମାଲିକଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ । ଅଧିକ ପଢନ୍ତୁ....

author img

By

Published : Feb 3, 2020, 10:21 PM IST

aa
ଚିଲିକା ଡଙ୍ଗାବୁଡି ଘଟଣାରେ 4 ଡଙ୍ଗା ମାଲିକ ଗିରଫ

ଖୋର୍ଦ୍ଧା: କାଳିଜାଇ ଦର୍ଶନ ସାରି ଫେରୁଥିବାବେଳେ ଡଙ୍ଗାବୁଡି ଘଟଣାରେ ଆଜି (ସୋମବାର) ବାଲୁଗାଁ ପୋଲିସ ୪ ଜଣ ଡଙ୍ଗା ମାଲିକଙ୍କୁ ଗିରଫ କରିଛି । ସେମାନେ ହେଲେ ଅଶୋକ ଜାଲି, ସୁଦର୍ଶନ ଜାଲି, ନବଘନ ଜାଲି ଏବଂ ବିଶେଖ ଜାଲି । ତେବେ ଏହି ଘଟଣାକୁ ଜିଲ୍ଲାପାଳ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ଚିଲିକା ଡଙ୍ଗାବୁଡି ଘଟଣାରେ 4 ଡଙ୍ଗା ମାଲିକ ଗିରଫ

ସୂଚନାଯୋଗ୍ୟ, ରବିବାର ସ୍ଥାନୀୟ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଏକ ଘରୋଇ ମାଛଧରା ଡଙ୍ଗାରେ କାଳିଜାଇ ପୀଠରୁ ମାନସିକ ଭୋଜି ସାରି ଫେରୁଥିବା‌ ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଚିଲିକାରେ ବୁଡି ଯାଇଥିଲା । ଡଙ୍ଗାଟି ବୁଡିଯିବା ଦେଖି ପଛରେ ଆସୁଥିବା ଅନ୍ୟ ଡଙ୍ଗା ଚାଳକ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ୫ଜଣ ଗୁରୁତରଙ୍କୁ ବାଲୁଗାଁ ଏବଂ ଦୁଇ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଚିଲିକା ଡଙ୍ଗାବୁଡି ଘଟଣାରେ ଚାରି ଜଣଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

Body:ଖୋର୍ଦ୍ଧା : ଗତକାଲି ଚିଲିକାରେ ଭାରସ୍ୟାମ ହରାଇ ଲୋକଙ୍କୁ ନେଇ କାଳିଯାଇରୁ ଫେରୁଥିବା ଏକ ମାଛଧରା ଡଙ୍ଗାବୁଡି ଘଟଣାରେ ଆଜି ବାଲୁଗାଁ ପୋଲିସ ୪ଜଣ ଡଙ୍ଗା ମାଲିକଙ୍କୁ ଗିରଫ କରିଛି। ସେମାନେ ହେଲେ ଅଶୋକ ଜାଲି, ସୁଦର୍ଶନ ଜାଲି,ନବଘନ ଜାଲି ଏବଂ ବିଶେଖ ଜାଲି । ସେପଟେ ଆଜି ଜିଲାପାଳ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସୂଚନା ଯୋଗ୍ୟ ଗତକାଲି ସ୍ଥାନୀୟ ଅଞ୍ଚଳର ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏକ ଘରୋଇ ମାଛଧରା ଡଙ୍ଗାରେ କାଳିଜାଇ ପୀଠରୁ ମାନସିକ ଭୋଜି ସାରି ଫେରୁଥିବା‌ ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଚିଲିକାରେ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗାଟି ବୁଡିଯିବା ଦେଖି ପଛରେ ଆସୁଥିବା ଅନ୍ୟ ଡଙ୍ଗା ଚାଳକ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ୫ଜଣ ଗୁରୁତରଙ୍କୁ ବାଲୁଗାଁ ଏବଂ ଦୁଇ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Conclusion:ବାଇଟ - ଜିଲାପାଳ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.