ETV Bharat / state

ଅଟ୍ରି ଉଷ୍ମ ପ୍ରସବଣକୁ ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Aug 30, 2020, 10:27 AM IST

ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣକୁ ଯୋଗାଯୋଗ ବିଚ୍ଛିନ୍ନ । ରଣ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ସୃଷ୍ଟି ହୋଇଛି ଏପରି ସ୍ଥିତି । ଅଧିକ ପଢନ୍ତୁ...

flood situation in bhaghamari
ଅଟ୍ରି ଉଷ୍ମ ପ୍ରସବଣକୁ ଯୋଗାଯୋଗ ବିଚ୍ଛିନ୍ନ

ଖୋର୍ଦ୍ଧା: ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହୀରାକୁଦ ଗେଟ ଖୋଲିବା ପରେ ମହାନଦୀରେ ଆସିଛି ବନ୍ୟା । ମହାନଦୀର ଶାଖା ନଦୀ ରଣ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଖୋର୍ଦ୍ଧାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ମ ପ୍ରସବଣକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅଟ୍ରି ଉଷ୍ମ ପ୍ରସବଣକୁ ଯୋଗାଯୋଗ ବିଚ୍ଛିନ୍ନ

ଅଟ୍ରି ଉଷ୍ମ ପ୍ରସବଣର ମୁଖ୍ୟ କୁଣ୍ଡ ବୁଡି ଯାଇଛି । ସେହିପରି ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କଡ଼ରେ ବନ୍ୟା ଜଳ ଲାଗିଛି । ଯଦି ଜଳ ସ୍ତର ବଢେ,ତେବ ଜାତୀୟ ରାଜପଥ ଉପରେ ପାଣି ଚାଲିବ । ଏହାସହ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.