ETV Bharat / state

ମିଳିଲାନି ଟୋକନ: ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ - farmers strike in khordha

ଟୋକନ ନ ମିଳିବା ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗର୍ଭଣୀପଡା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମିତିର ମୋଟ 460 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଥିଲେ । ଅଧିକ ପଢନ୍ତୁ....

farmers strike in khordha
ଚାଷୀଙ୍କ ବିକ୍ଷୋଭ
author img

By

Published : Feb 25, 2020, 9:35 AM IST

ଖୋର୍ଦ୍ଧା : ଟୋକନ ନ ମିଳିବା ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗର୍ଭଣୀପଡା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମିତିର ମୋଟ 460 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଥିଲେ । ମାତ୍ର ଏପର୍ଯ୍ୟନ୍ତ 255 ଜଣ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । କିନ୍ତୁ ବାକିଥିବା 205ଜଣ ଚାଷୀଙ୍କୁ ଟୋକନ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ବିକ୍ଷୋଭ

ସେହିପରି ଏହାର ତୁରନ୍ତ ସମାଧାନ କରାନଗଲେ ଚାଷୀମାନେ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.