ETV Bharat / state

ଚାଷୀଙ୍କୁ ସମବାୟ ସମ୍ପାଦକଙ୍କ ଗାଳି ଦେଇଥିବା ଅଭିଯୋଗ: ବଦଳି ଦାବିରେ ଚାଷୀଙ୍କ ଧାରଣା

author img

By

Published : Jan 30, 2022, 9:10 PM IST

ଚାଷୀଙ୍କୁ ସମବାୟ ସମ୍ପାଦକଙ୍କ ଗାଳି ଦେଇଥିବା ଅଭିଯୋଗ । ସମ୍ପାଦକଙ୍କୁ ବହିଷ୍କାର ଓ ମଣ୍ଡି ଖୋଲିବା ଦାବିରେ ସମିତି ସମ୍ମୁଖରେ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ଚାଷୀଙ୍କୁ ସମବାୟ ସମ୍ପାଦକଙ୍କ ଗାଳି ଦେଇଥିବା ଅଭିଯୋଗ : ସମ୍ପାଦକଙ୍କୁ ବଦଳି ଦାବିରେ ଚାଷୀଙ୍କ ଧାରଣା

ଖୋର୍ଦ୍ଧା : ଚାଷୀ କମିଟିକୁ କୌଣସି ତଥ୍ୟ ନ ଦେଇ ଅନ୍ଧାରରେ ରଖୁଛନ୍ତି ସମବାୟ ସମ୍ପାଦକ । ସମ୍ପାଦକଙ୍କୁ ମଣ୍ଡି ବିଷୟରେ ପଚାରିଲେ କରୁଛନ୍ତି ଚାଷୀଙ୍କୁ ଅସଭ୍ୟ ଭାଷାରେ କରୁଛନ୍ତି ଗାଳି ଗୁଳଜ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଗର୍ଭଣୀପଡା ସେବା ସମବାୟ ସମିତିରୁ ।

ଏହାବି ପଢନ୍ତୁ:ସଂକ୍ରମଣ କମୁଛି ସତର୍କ ରୁହ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଗର୍ଭଣୀପଡା ସମିତିରେ ଚାଷୀର ଧାନ ଉଠୁ ନଥିବା କାରଣରୁ ଚାଷୀ ଚିନ୍ତାରେ ରହିଥିବାବେଳେ ଏବେ ସମିତି ସମ୍ପାଦକ ଚାଷୀଙ୍କୁ କୌଣସି ତଥ୍ୟ ଦେଉନ ଥିବା ଅଭିଯୋଗ ହୋଇଛି । ସେହିପରି ଧାନ ମଣ୍ଡିରେ ମିଲର ଏବଂ ସମ୍ପାଦକ ମିଶି କ୍ୱିଣ୍ଟାଲ ପିଛା ସାତ କେଜି ଧାନ କାଟୁଥିବା କାରଣରୁ ଚାଷୀ କ୍ଷତି ସହୁଛି । ଆଜି ଏ ସମ୍ପର୍କରେ ସମ୍ପାଦକଙ୍କୁ ଏ ସମ୍ପର୍କରେ ପଚାରିବାରୁ ଚାଷୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ଅଭିଯୋଗ କରିଛନ୍ତି ଚାଷୀ । ତୁରନ୍ତ ସମ୍ପାଦକଙ୍କୁ ବହିଷ୍କାର ଓ ମଣ୍ଡି ଖୋଲିବା ଦାବିରେ ସମିତି ସମୁଖରେ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.