ETV Bharat / state

ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

author img

By

Published : Feb 19, 2021, 3:27 PM IST

ଖୋର୍ଦ୍ଧାରେ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ସିକୋ ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ । ଅଧିକ ପଢନ୍ତୁ...

farmer protest in front of district supply office in khurdha
ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ଖୋର୍ଦ୍ଧା: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ତୁରନ୍ତ ଦାବି ପୂରଣ ନ ହେଲେ ରାଜପଥ ଅବୋରଧ କରିବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଚାଷୀ ।

ଖୋର୍ଦ୍ଧାରେ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ସିକୋ ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ । ଗତ 9ତାରିଖ ଠାରୁ ମଣ୍ଡି ଅଚଳ ହୋଇଥିବା ବେଳେ ମିଲର ଉଠାଇଥିବା ଧାନ ବାବଦ ଟଙ୍କା ଖାତାକୁ ଆସିନଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ । ଏବେ ଟାର୍ଗେଟ ନଥିବା କହି ଚାଷିଙ୍କୁ ଭୁଆଁ ବୁଲାଉଛି ଜିଲ୍ଲା ଯୋଗାଣ ବିଭାଗ । ସେହିଭଳି ଆସନ୍ତା 23 ତାରିଖ ସୁଦ୍ଧା ମଣ୍ଡିରୁ ଧାନ ନଉଠିଲେ 26 ତାରିଖରେ ଚାଷୀ ମାନେ ଜଙ୍କିଆ ରଣପୁର ରାଜ୍ୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.