ETV Bharat / state

'ଫନି' ପାଇଁ ପ୍ରଶାସନକୁ ଘାରିଛି ଇଭିଏମ ସୁରକ୍ଷା ଚିନ୍ତା

ମାଡ଼ିଆସୁଛି ପ୍ରଳୟଙ୍କାରୀ ବାତ୍ୟା 'ଫନି' । 'ଫନି' କୁ ନେଇ ପ୍ରଶାସନ ଯେତିକି ଆତଙ୍କିତ ତାଠାରୁ ବେଶୀ ଭୟଭୀତ ଇଭିଏମର ସୁରକ୍ଷାକୁ ନେଇ । ଆସନ୍ତାକାଲି ଠାରୁ 'ଫନି'ର ପ୍ରକୋପ ଖୋର୍ଦ୍ଧାରେ ଅନୁଭୂତ ହେବା ସହିତ ପ୍ରବଳ ବର୍ଷା ଓ ପବନ ବହିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

author img

By

Published : May 1, 2019, 5:47 PM IST

ଫଟୋ ସୌଜନ୍ୟୃ ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ମାଡ଼ିଆସୁଛି ପ୍ରଳୟଙ୍କାରୀ ବାତ୍ୟା 'ଫନି' । 'ଫନି' କୁ ନେଇ ପ୍ରଶାସନ ଯେତିକି ଆତଙ୍କିତ ତାଠାରୁ ବେଶୀ ଭୟଭୀତ ଇଭିଏମର ସୁରକ୍ଷାକୁ ନେଇ । ଆସନ୍ତାକାଲି ଠାରୁ 'ଫନି'ର ପ୍ରକୋପ ଖୋର୍ଦ୍ଧାରେ ଅନୁଭୂତ ହେବା ସହିତ ପ୍ରବଳ ବର୍ଷା ଓ ପବନ ବହିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାପରେ ଇଭିଏମକୁ କିପରି ସୁରକ୍ଷିତ ରଖାଯିବ ତାହା ଏବେ ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାର 8ଟି ନିର୍ବାଚନ ମଣ୍ଡଳୀର ଇଭିଏମ ମେସିନ ଭୁବନେଶ୍ବରର ବିଜେବି କଲେଜ ଓ ଖୋର୍ଦ୍ଧାରେ ନୂତନ ଭାବେ ନିର୍ମାଣ ହୋଇଥିବା ଷ୍ଟ୍ରଙ୍ଗରୁମରେ ରହିଛି । ଭୁବନେଶ୍ବର ଷ୍ଟ୍ରଙ୍ଗ ରୁମରେ ଥିବା ଇଭିଏମ ବିଜେବି କଲେଜରେ ସୁରକ୍ଷିତ ରହିଥିବା ବେଳେ ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମରେ ପାଣି ଛିଟିକା ପଡିବାର ସମ୍ଭାବନା ଥିବାରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.