ETV Bharat / state

ଇଟିଭି ଭାରତର ମହାପ୍ରଭାବ, ଜିଆରଏସ ନିଲମ୍ବିତ

ଇଟିଭି ଭାରତର ମହାପ୍ରଭାବ ନିଲମ୍ବିତ ହେଲେ ଜିଆରଏସ ଏବଂ ଅନ୍ୟ ବ୍ଲକକୁ ବଦଳି ହେଲେ ନିର୍ବାହୀ ଅଧିକାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 11, 2019, 8:42 PM IST

ଖୋର୍ଦ୍ଧା: ଇଟିଭି ଭାରତର ମହାପ୍ରଭାବ ନିଲମ୍ବିତ ହେଲେ ଜିଆରଏସ ଏବଂ ଅନ୍ୟ ବ୍ଲକକୁ ବଦଳି ହେଲେ ନିର୍ବାହୀ ଅଧିକାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର କୋଚିଆଖାଲ ଗ୍ରାମରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନହୋଇ ପାସ ହୋଇଥିଲା 90ହଜାର ଟଙ୍କାର ବିଲ୍‌ । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଥିଲେ ବେଗୁନିଆ କୋଚିଆଖାଲ ଗାଁର ସଦାଶିବ ବେହେରା ।

ଏହି ଘଟଣାକୁ ପ୍ରଥମେ ଜୁନ୍21 ତାରିଖରେ ଲୋକଲୋଚନକୁ ଆଣିଥିଲା ଇଟିଭି ଭାରତ । ଖବର ପ୍ରସାରଣ ପରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା ଜିଆରଏସଙ୍କୁ ଚାକିରିରୁ ବହିଷ୍କାର କରିବା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ବ୍ଲକକୁ ବଦଳି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:visuals only

Body:visuals only

Conclusion:kindly use these extra visuals

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.