ETV Bharat / state

ଗୋଡିପଡାରେ ହାତୀ ଉପଦ୍ରବ

ଗୋଡିପଡାରେ ହାତୀ ଉପଦ୍ରବ । ଖାଦ୍ୟ ଅନ୍ବେଷଣରେ ଆସି ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଅଧିକ ପଢନ୍ତୁ...

author img

By

Published : Dec 28, 2020, 2:09 PM IST

Updated : Dec 28, 2020, 7:31 PM IST

ଗୋଡିପଡାରେ ହାତୀ ଉପଦ୍ରବ
ଗୋଡିପଡାରେ ହାତୀ ଉପଦ୍ରବ

ଖୋର୍ଦ୍ଧା: ଗୋଡିପଡାରେ ହାତୀ ଉପଦ୍ରବ । ଖାଦ୍ୟ ଅନ୍ବେଷଣରେ ଆସି ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗୋଡିପଡା ଅଞ୍ଚଳରେ ହାତୀ ଉପଦ୍ରବରେ ଜନ ଜୀବନ ଅସ୍ତବ୍ୟସ୍ତ ହେବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ଗୋଡିପଡାରେ ହାତୀ ଉପଦ୍ରବ

ତେବେ ବନ ବିଭାଗର ଉଦାସୀନତା ହେତୁ ହାତୀ ପଲ ବଣ ଭିତରେ ନ ରହି ଜନବସତି ମୁହାଁ ହେଉଛନ୍ତି । ତେଣୁ ତୁରନ୍ତ ହାତୀମାନଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 28, 2020, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.