ETV Bharat / state

୧୬ନଂ ଜାତୀୟ ରାଜପଥରେ ଦନ୍ତା: ଭୟଭୀତ ଲୋକେ, ଟ୍ରାଫିକ ଜାମ୍ - elephant on National Highway

ଖୋର୍ଦ୍ଧା ନିକଟବର୍ତ୍ତୀ ଦଳେଇପୁଟର ୧୬ନଂ ଜାତୀୟ ରାଜପଥରେ ଦୁଇ ଦନ୍ତା ହାତୀ । ହାତୀକୁ ଦେଖି ଯାତାୟତ କରୁଥିବା ଲୋକେ ଭୟଭୀତ । ଅଧିକ ପଢନ୍ତୁ...

୧୬ନଂ ଜାତୀୟ ରାଜପଥରେ ଦନ୍ତା: ଭୟଭିତ ଲୋକେ
୧୬ନଂ ଜାତୀୟ ରାଜପଥରେ ଦନ୍ତା: ଭୟଭିତ ଲୋକେ
author img

By

Published : Jan 23, 2021, 11:37 AM IST

ଖୋର୍ଦ୍ଧା: କ୍ଷୟ ହେଉଛି ଜଙ୍ଗଲ, ଆଉ ଖାଦ୍ୟ ଅନ୍ବେଷଣରେ ଆସି ଜନବସତି ମୁଁହା ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ସେହିଭଳି ଆଜି ସକାଳୁ ଖୋର୍ଦ୍ଧା ନିକଟବର୍ତ୍ତୀ ଦଳେଇପୁଟର ୧୬ନଂ ଜାତୀୟ ରାଜପଥରେ ଦୁଇଟି ଦନ୍ତା ହାତୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ହାତୀକୁ ଦେଖି ଯାତାୟତ କରୁଥିବା ଲୋକମାନେ ଭୟଭୀତ ହୋଇ ଗାଡି ମଟର ଛାଡି ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଛି ।

୧୬ନଂ ଜାତୀୟ ରାଜପଥରେ ଦନ୍ତା: ଭୟଭିତ ଲୋକେ

ସୂଚନାପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.