ETV Bharat / state

ସାଧାରଣ ନିର୍ବାଚନ: ଖୋର୍ଦ୍ଧାର ପ୍ରତି ବୁଥରେ ପାନୀୟଜଳ, ଶୌଚାଳୟର ସ୍ବତନ୍ତ୍ର ସୁବିଧା

ସାଧାରଣ ନିର୍ବାଚନ ତାରିଖ ଆଉ ଅଳ୍ପଦିନ ମଧ୍ୟରେ ନିର୍ବାଚନ କମିଶନର ଘୋଷଣା କରିପାରନ୍ତି । ତେଣୁ ଏଥି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ।

author img

By

Published : Mar 7, 2019, 5:44 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ତାରିଖ ଆଉ ଅଳ୍ପଦିନ ମଧ୍ୟରେ ନିର୍ବାଚନ କମିଶନର ଘୋଷଣା କରିପାରନ୍ତି । ତେଣୁ ଏଥି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ।

ଭିଡିଓ ସୌଜନ୍ୟ: ପ୍ରିତିନିଧି, ଖୋର୍ଦ୍ଧା

ନିର୍ବାଚନକୁ ନେଇ ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁଯାୟୀ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ 1766ଟି ବୁଥ ଥିବାବେଳେ ଚଳିତ ବର୍ଷ ଏହି ବୁଥ ସଂଖ୍ୟା ବୃଦ୍ଧି ପାଇ 1893ରେ ପହଞ୍ଚିଛି ।

ସେହିପରି ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାପାଳ କହିଥିଲେ ପ୍ରତି ବୁଥରେ ପାନୀୟ ଜଳ, ବିଦ୍ୟୁତ, ଶୌଚାଳୟ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଯିବାର ସୁବିଧା କରାଯିବ । ଆହୁରି ମଧ୍ୟ ଚଳିତ ନିର୍ବାଚନରେ ଯୁବ ଏବଂ ମହିଳା ମତଦାତାଙ୍କ ଉପରେ ବେଶୀ ପ୍ରାଧାନ୍ୟ ଦେବାକୁ କହିଛନ୍ତି ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.