ETV Bharat / state

ସାଇକେଲ ରାଲିରେ ଟ୍ରାଫିକ ସଚେତନତା ବାର୍ତ୍ତା

author img

By

Published : Jan 24, 2021, 3:56 PM IST

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସାଇକେଲଥନ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ଟ୍ରାଫିକ ସଚେତନତା ପାଇଁ ସାଇକେଲ ରାଲି
ଟ୍ରାଫିକ ସଚେତନତା ପାଇଁ ସାଇକେଲ ରାଲି

ଖୋର୍ଦ୍ଧା: ଦେଶବ୍ୟାପୀ ସଡକ ସୁରକ୍ଷା ମାସ ପାଳନ କରାଯାଉଅଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସାଇକେଲଥନ ଆରମ୍ଭ ହୋଇଛି।

ଟ୍ରାଫିକ ସଚେତନତା ପାଇଁ ସାଇକେଲ ରାଲି

ଜିଲ୍ଲାପାଳ ସନତ କୁମାର ମହାନ୍ତି, ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ବାଇଁ ଏବଂ ଜିଲ୍ଲା ପରିବହନ ଅଧିକାରୀ ପ୍ରମୁଖ ଏକ ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ। ଯୁବବର୍ଗ, ପୋଲିସ ଅଧିକାରୀଙ୍କ ସହ ସମସ୍ତେ ସାଇକେଲ ଚଲାଇ ଖୋର୍ଦ୍ଧା ସହରରେ ସଡକ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

ଶେଷରେ ଏହି ଟ୍ରାଫିକ ସଚେତନତା ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.