ETV Bharat / state

ରମ୍ଭାବିଲି-ଗୟାବନ୍ଧରେ ହାତୀ ଉତ୍ପାତ; ନଷ୍ଟ କଲେ ବ୍ୟାପକ ଫସଲ

ଖାଦ୍ୟ ପାଇଁ ଜନବସତି ମୁହାଁ ହେଉଛନ୍ତି ହାତୀ । ଫଳରେ ଅନେକ ସମୟ ଧନ ଜୀବନ ନଷ୍ଟ ହେଉଛି । ରମ୍ଭାବିଲି ଓ ଗୟାବନ୍ଧରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ରମ୍ଭାବିଲି,ଗୟାବନ୍ଧରେ ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

author img

By

Published : Oct 7, 2021, 10:31 AM IST

Updated : Oct 7, 2021, 11:34 AM IST

ଖୋର୍ଦ୍ଧା: ଖାଦ୍ୟ ପାଇଁ ଜନବସତି ମୁହାଁ ହେଉଛନ୍ତି ହାତୀ । ଫଳରେ ଅନେକ ସମୟ ଧନ ଜୀବନ ନଷ୍ଟ ହେଉଛି । ବୁଧବାର ରାତିରେ ହାତୀ ଖୋର୍ଦ୍ଧା ଜିଲ୍ଲାର ଗୟାବନ୍ଧ ଓ ରମ୍ଭାବିଲି ଗାଁରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରମ୍ଭାବିଲି-ଗୟାବନ୍ଧରେ ହାତୀ ଉତ୍ପାତ; ନଷ୍ଟ କଲେ ବ୍ୟାପକ ଫସଲ

ହାତୀକୁ ଘଉଡାଇବା ପାଇଁ ଗ୍ରାମବାସୀ ଓ ବନବିଭାଗ ଲାଇଟ ଓ ସାଇରନ ଦେଇଥିଲେ । ହାତୀ ଗାଁକୁ ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ସଞ୍ଜ ନଉଣୁ ଲୋକେ ତାଟି କବାଟି ମଧ୍ୟ ପକାଇ ଦେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 7, 2021, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.