ETV Bharat / state

'ଏ ଗଉରା' ଗୀତରେ କୋରୋନା ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ - corona awareness song

ଗୀତରେ ଗୀତରେ କୋରୋନା ସଚେତନତା । ପୂର୍ବରୁ ଏପରି ଅନେକ ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ଓଡିଶାର ଦୁଇ ଯୁବକ ଲୋକପ୍ରିୟ ଏ ଗଉରା ଗୀତରେ କୋରୋନା ସଚେତନା ବାର୍ତ୍ତା ଦେଇଛନ୍ତି । ଯାହା ଶୁଣିବାକୁ ବେଶ ଭଲ ଲାଗୁଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

'ଏ ଗଉରା' ଗୀତରେ କୋରୋନା ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

author img

By

Published : Jul 26, 2020, 12:24 PM IST

ଖୋର୍ଦ୍ଧା: କୋରୋନା ମହାମାରୀର ଭୟ ସାରା ବିଶ୍ବକୁ ଘାରିଥିବା ବେଳେ ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ବାହାରିନାହିଁ । କେବଳ ସଚେତନତା ହେଲେ ହିଁ ଏହି ରୋଗ କବଳରୁ ବଞ୍ଚି ପାରିବା ବୋଲ ବିଶେଷଜ୍ଞ ମତ ଦେଇଛନ୍ତି । ସେହିଭଳି କୋରୋନାକୁ କିଭଳି ହରାଇ ପାରିବା ତାକୁ ନେଇ ଦୁଇ ଜଣ ଯୁବକ 'ଏ ଗଉରା ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଛି ।

'ଏ ଗଉରା' ଗୀତରେ କୋରୋନା ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

ଯୁବକ ଦୁଇଜଣ ଗୀତରେ ଗୀତରେ କୋରୋନାକୁ କିଭଳି ହରାଇବା , କୋରୋନା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଓ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ କହିଛନ୍ତି । ଏହି ଘଡିସନ୍ଧି ମୂହୂର୍ତ୍ତରେ ଦେହର କିପରି ଯତ୍ନ ନେବେ ଏହା ବିଷୟରେ କହିଛନ୍ତି ।

ଗୀତଟି ଅତି ସରଳ ଓ ଜଣେ ସାଧାରଣ ଲୋକଙ୍କ ଦ୍ବାରା ବୁଝି ହେଉଥିବାରୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.