ETV Bharat / state

ଖୋର୍ଦ୍ଧାରେ ଅବକାରୀ ଟିମ୍‌ର ଚଢାଉ, ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

author img

By

Published : Oct 11, 2019, 1:29 PM IST

ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଡାଉ । ଚଢାଉବେଳେ 16 ଗ୍ରାମ ବ୍ରାଉନସୁଗାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟିମ୍ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲାର ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଖୋର୍ଦ୍ଧା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ର ଚଢାଉ କରାଯାଇଛି । ଶୁକ୍ରବାର ହୋଇଥିବା ଚଢାଉରେ 16 ଗ୍ରାମ ବ୍ରାଉନସୁଗାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟିମ୍ । ଗିରଫ ଅଭିଯୁକ୍ତ କଟକର ଜ୍ଞାନ ରଞ୍ଜନ ଖୁଣ୍ଟିଆ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 1 ଲକ୍ଷ 60 ହଜାର ଟଙ୍କା ହେବ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଡାଉ କରାଯାଉଛି । ବାରମ୍ବାର ଚଢାଉ ବେଳେ ବିପୁଳ ନିଶାଦ୍ରବ୍ୟ ଜବତ ହେଉଥିଲେ ମଧ୍ୟ ଏହା କମିବାର ନାଁ ଧରୁନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୁଣି ଖୋର୍ଦ୍ଧାରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳାଜହର

Body:ଖୋର୍ଦ୍ଧା : ଆଜି ସକାଳ ସମୟରେ ଖୋର୍ଦ୍ଧା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ନୂଆ ବସଷ୍ଟାଣ୍ଡ ଅଂଚଳରେ ଚଢ଼ାଉ କରି 16ଗ୍ରାମ ବ୍ରାଉନସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ କଟକ ଜିଲ୍ଲାର ଜ୍ଞାନ ରଞ୍ଜନ ଖୁଣ୍ଟିଆ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ 60 ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଖୋର୍ଦ୍ଧାକୁ ସମ୍ପୂର୍ଣ ନିଶା ମୁକ୍ତ କରିବା ପାଇଁ ପୋଲିସ ଏବଂ ଅବକାରୀ ବିଭାଗ ଜୋରଦାର ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରୁଥିଲେ ମଧ୍ୟ ଏହା କମିବାର ନାଁ ଧରୁନାହିଁ ।

Conclusion:ବାଇଟ-ରଞ୍ଜନ କୁମାର ନାୟକ,ଅବକାରୀ ଅଧିକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.