ETV Bharat / state

ବିଧାୟକମାନଙ୍କୁ ସନ୍ତୁଷ୍ଟ କରି ରଖିଲେ ସରକାର ଚାଲିବ: ବିଜେପି

ବଢିବ ପାରେ ବିଧାୟକଙ୍କ ଦରମା ? ବିଧାୟକ ଅମର ଶତପଥୀଙ୍କ ନେତୃତ୍ବରେ ଗଠିତ କମିଟି ଆଜି ଏନେଇ ବାଚସ୍ପତିଙ୍କୁ ସୁପାରିଶ କରିଛି । ଏହାକୁ ନେଇ ରାଜ୍ୟ ବିଜେପି କହିଛି ଏଠି ବିଧାୟକମାନଙ୍କୁ ସନ୍ତୁଷ୍ଟ କରି ରଖିଲେ ସରକାର ଚାଲିବ। ଅଧିକ ପଢନ୍ତୁ

author img

By

Published : Dec 14, 2022, 10:04 PM IST

ବିଧାୟକ ମାନଙ୍କୁ ସନ୍ତୁଷ୍ଟ କରି ରଖିଲେ ସରକାର ଚାଲିବ: ବିଜେପି

ଭୁବନେଶ୍ବର: ବଢିବ ପାରେ ବିଧାୟକଙ୍କ ଦରମା ? ବିଧାୟକ ଅମର ଶତପଥୀଙ୍କ ନେତୃତ୍ବରେ ଗଠିତ କମିଟି ଆଜି ଏନେଇ ବାଚସ୍ପତିଙ୍କୁ ସୁପାରିଶ କରିଛି । ଏହାକୁ ନେଇ ରାଜ୍ୟ ବିଜେପି କହିଛି ଏଠି ବିଧାୟକମାନଙ୍କୁ ସନ୍ତୁଷ୍ଟ କରି ରଖିଲେ ସରକାର ଚାଲିବ ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶିକ୍ଷକ ମାନେ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ଅଙ୍ଗନବାଡି ସହାୟିକାମାନେ ବି ଆନ୍ଦୋଳନରେ ବସିଛନ୍ତି ହେଲେ ସରକାରଙ୍କୁ ଦେଖାଯାଉନାହଁ । ଚାଷୀମାନଙ୍କ ଦୁଃଖ ବି ଦେଖାଯାଉନାହଁ । ଏସରକାର ଆନ୍ଦୋଳନ ବିରୋଧୀ ସରକାର। ସେଥିପାଇଁ ଏଠି ବିଧାୟକ ମାନଙ୍କୁ ସନ୍ତୁଷ୍ଟ କରି ରଖିଲେ ସରକାର ଚାଲିବ । ଶିକ୍ଷକମାନେ ସନ୍ତୁଷ୍ଟ ହେଲେ ସରକାରଙ୍କ କିଛି ଲାଭ ନାହିଁ । ଏହି ସବୁ ଦାବି ରାଜ୍ୟ ସରକାରଙ୍କ ପାଖରେ ଗୌଣ କଥା। ବିଧାୟକ ମାନକୁ ଖୁସି ରଖିଲେ ସରକାର ଚାଲିବ ଏ ହେଉଛି ପ୍ରାଥମିକତା । ତେଣୁ ଯେଉଁ ରାଜ୍ୟ ସରକାର ଅଛି ସେ ଜନବିରୋଧୀ ସରକାର ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.