ETV Bharat / state

ବିକାଶ ପଥରେ ଯେ ସାମିଲ ହେଉଛି ତାକୁ ବିଜେପି ସହଯୋଗ କରିବ: ଗୋଲକ ମହାପାତ୍ର - bjp-

ରାଜ୍ୟସଭାରେ ବିଜେପିକୁ ବିଜେଡିର ସମର୍ଥନ ପଛରେ ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବରଂ ରାଜ୍ୟବାସୀଙ୍କ ସ୍ବାର୍ଥ ଅଛି ବୋଲି ରାଜ୍ୟ ବିଜେପି ପ୍ରକାଶ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 22, 2019, 9:55 PM IST

ଭୁବନେଶ୍ବର: ରାଜ୍ୟସଭାରେ ବିଜେପିକୁ ବିଜେଡିର ସମର୍ଥନ ପଛରେ ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବରଂ ରାଜ୍ୟବାସୀଙ୍କ ସ୍ବାର୍ଥ ଅଛି ବୋଲି ରାଜ୍ୟ ବିଜେପି ପ୍ରକାଶ କରିଛି ।

ଓଡ଼ିଶାର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରସ୍ତୁତ । ଓଡ଼ିଶାର ଜନସାଧାରଣ ବିଜେପିକୁ ବିରୋଧୀ ଦଳରେ ବସେଇଛନ୍ତି । ଓଡ଼ିଆ ଜାତିକୁ ଆଗକୁ ନେବା ବିଜେପିର ଏକ ମାତ୍ର ଏଜେଣ୍ଡା । ବିକାଶ ପଥରେ ଯେ ସାମିଲ ହେଉଛି ତାକୁ ବିଜେପି ସହଯୋଗ କରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୋଦି ସରକାର ସବୁବେଳେ ଚାହାନ୍ତି ଓଡ଼ିଶାରେ ସବୁ ପ୍ରକଳ୍ପରେ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ତିନି ରଥରେ ଜୋର ସୋର ରେ ଚାଲିଛି ଯୋଖା ନିର୍ମାଣ

Body:ଆଉ ମାତ୍ର 12 ଦିନ ରହିଲା ଘୋଷ ଯାତ୍ରା । ଘୋଷ ଯାତ୍ରା ଯେତିକି ପାଖ ଉଛି ରଥ ନିର୍ମାଣ କାର୍ଯ୍ୟ ସେତେ ଜୋର ସୋର ରେ ଚାଲିଛି। ଏବେ ତିନି ରଥରେ ଯୋଖା କାର୍ଯ୍ୟ ଚାଲିଛି। ପରେ ତିନି ରଥରେ ଲାଗିବାକୁ ଥିବା 14 ନାହାକା ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି। ପରେ ପ୍ରଭା ,ସିଂହାସନ, ପାରାଭାଡ଼ି ,ଆଦି ପ୍ରମୂଖ ରଥ କାର୍ଯ୍ୟ ଆରଂଭ ହେବ। ସେପଟ ଚିତ୍ରକର ସେବକମାନେ ତିନି ରଥରେ ପାର୍ଶ୍ଵ ଦେବାଦେବୀ ରଙ୍ଗ କାର୍ଯ୍ୟ କରୁଛନ୍ତି। କମାର ସେବକମାନେ କଣ୍ଟା ସାମଗ୍ରୀ ଯୋଗାଇ ଦେଉଛନ୍ତି। ସେହିପରି ରୂପକାର ସେବକମାନେ ତିନି ରଥରେ କୋଣ ଗୁଜ ,ପଟା ଗୁଜ ସହ ବିଭିନ୍ନ ଖୋଦେଇ କାର୍ଯ୍ୟ କରୁଛନ୍ତି। ରଥ ନିର୍ମାଣ କାର୍ଯ୍ୟ କିଭଳି ଭଲରେ ସରିବ ସେ ନେଇ ସେବକ ମାନେ କାର୍ଯ୍ୟ କରୁଛନ୍ତି। ତେବେ ରଥ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ରଥ ଖଳା ରୁ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ରିପୋର୍ଟ ର।

Conclusion:mojo ରେ deferd , ଭିଯୁଆଲ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.