ETV Bharat / state

ହେଭିୱଟଙ୍କ କର୍ଡନରେ ପାଟକୁରା, ପଞ୍ଚାୟତ ଜଗିବେ ଟାଣୁଆ ନେତା - leaders

ପାଟକୁରାର ପ୍ରତି ପଞ୍ଚାୟତକୁ ଜଗିବେ ବିଜେଡିର ବଛାବଛା ନେତା । ଏମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ ହୋଇ ହାରି ଯାଇଥିବା ଟାଣୁଆ ନେତା । ତେବେ ପାଟକୁରାରେ ସବୁଠୁ ବଡ ବ୍ଲକ କୁହାଯାଉଥିବା ଡେରାବିଷ ବ୍ଲକ ଦୁଇ ହେଭିୱଟଙ୍କ ହାତରେ ଛଡ଼ାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 8, 2019, 4:32 PM IST

ଖୋର୍ଦ୍ଧା: ପାଟକୁରାର ପ୍ରତି ପଞ୍ଚାୟତକୁ ଜଗିବେ ବିଜେଡିର ବଛା ବଛା ନେତା । ଏମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ ହୋଇ ହାରି ଯାଇଥିବା ଟାଣୁଆ ନେତା । ତେବେ ପାଟକୁରାରେ ସବୁଠୁ ବଡ ବ୍ଲକ କୁହାଯାଉଥିବା ଡେରାବିଷ ବ୍ଲକ ଦୁଇ ହେଭିୱଟଙ୍କ ହାତରେ ଛଡ଼ାଯାଇଛି । ଯାହାର ମଙ୍ଗ ଧରିଛନ୍ତି ଯୁବ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର, ଭୁବନେଶ୍ବର

ମୋଟ 26ଟି ପଞ୍ଚାୟତ ମଧ୍ୟରୁ 14ଟି ପଞ୍ଚାୟତର ନେତୃତ୍ବ ସଞ୍ଜୟ ନେବେ । ସେହିଭଳି ବାକି 12ଟିର ଦାୟିତ୍ବ ନେଇଛନ୍ତି ଯୁବ ନେତା ତଥା ମନ୍ତ୍ରୀ ଅରୁଣ ସାହୁ । ପ୍ରତି ନେତାଙ୍କ ଅଧୀନରେ ରହିବ ଦୁଇଟି ପଞ୍ଚାୟତ । ଏଥିପାଇଁ 13 ଜଣ ଟାଣୁଆ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।

pic
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
pic
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ମାର୍ଶାଘାଇ ବ୍ଲକ ପାଇଁ 7ଟି ପଞ୍ଚାୟତର ନେତୃତ୍ବ ନେବେ ପ୍ରଦୀପ ପାଣିଗ୍ରାହୀ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏମାନଙ୍କ ଅଧୀନରେ ପ୍ରତି ପଞ୍ଚାୟତ ଜଗିବେ 4 ଜଣ ବରିଷ୍ଠ ନେତା । ଗରଦପୁର ବ୍ଲକ ପାଇଁ ମୋଟ 18ଟି ପଞ୍ଚାୟତ ରହିଥିବା ବେଳେ ଟିମ ଲିଡ଼ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରତି ପଞ୍ଚାୟତ ଜଗିବେ ଦୁଇ ଟାଣୁଆ ନେତା । ଏମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ, ସ୍ଥାନୀୟ ନେତା ବି ରହିଛନ୍ତି।

pic
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପାଟକୁରାର ପ୍ରତି ପଞ୍ଚାୟତକୁ ଜଗିବେ ବିଜେଡିର ବଛା ବଛା ନେତା। ଏମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ ହୋଇ ହାରି ଯାଇଥିବା ଟାଣୁଆ ନେତା। ପାଟକୁରାରେ ସବୁଠୁ ବଡ ବ୍ଲକ କୁହାଯାଉଥିବା ଡେରାବିଷ ବ୍ଲକ ଦୁଇ ହେଭିୱ ଟ ଙ୍କ ହାତରେ ଛଡ଼ାଯାଇଛି। ଯୁବ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ଏହାର ମଙ୍ଗ ଧରିଛନ୍ତି। ମୋଟ 26ଟି ପଂଚାୟତ ମଧ୍ୟରୁ 14ଟି ସଞ୍ଜୟ ନେତୃତ୍ୱ ନେବେ । ସେହିଭଳି ବାକୁ 12ଟିର ଦାୟିତ୍ୱ ନେଇଛନ୍ତି ଯୁବ ନାଟ ତଥା ମନ୍ତ୍ର ଅରୁଣ ସାହୁ। ପ୍ରତି ନେତାଙ୍କ ଅଧୀନରେ ରହିବ ଦୁଇଟି ପଂଚାୟତ। ଏଥିପାଇଁ 13 ଜଣ ଟାଣୁଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ମାର୍ଶାଘାଇ ବ୍ଲକ ପାଇଁ 7ଟି ପଂଚାୟତର ନେତୃତ୍ୱ ନେବେ ପ୍ରଦୀପ ପାଣିଗ୍ରାହୀ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏମାନଙ୍କ ଅଧୀନରେ ପ୍ରତି ପଞ୍ଚାୟତ ଜଗିବେ 4 ଜଣ ବରିଷ୍ଠ ନେତା। ସେହିପରି ଗରଦପୁର ବ୍ଲକ ପାଇଁ ମୋଟ 18ଟି ପଞ୍ଚାୟତ ରହିଥିବା ବେଳେ ଟିମ ଲୀଡ଼ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ପ୍ରତି ପଂଚାୟତ ଜଗିବେ ଦୁଇ ଟାଣୁଆ ନେତା। ଏମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ, ସ୍ଥାନୀୟ ନେତା ବି ରହିଛନ୍ତି।Body:ବାଇଟ: କିଶୋର ତରାଇ, କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.