ETV Bharat / state

ଗୀତରେ ଗୀତରେ କୋରୋନା ସଚେତନତା

ସମଗ୍ର ମାନବ ଜାତି ଏହି ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ସଂଗ୍ରାମ କରୁଛି । ସରକାର ମଧ୍ୟ ଲୋକଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି । ତେବେ ବରିଷ୍ଠ ନାଗରିକ କୋରୋନା କାଳରେ କିଭଳି ପ୍ରଭାବିତ ହୋଇଛନ୍ତି ତାହାକୁ ଗୀତ ମାଧ୍ୟମରେ ସଚେତନା କରିଛନ୍ତି ବେଗୁନିଆର କଳାକାର ।

ଗୀତରେ ଗୀତରେ କୋରୋନା ସଚେତନତା
ଗୀତରେ ଗୀତରେ କୋରୋନା ସଚେତନତା
author img

By

Published : Sep 2, 2020, 10:04 AM IST

ଖୋର୍ଦ୍ଧା: ଗୀତରେ ଗୀତରେ କୋରୋନା ପୀଡା । ମହାମାରୀ କୋରୋନା କିଭଳି ଜଣେ ବରିଷ୍ଠ ନାଗରିକ ଜୀବନଙ୍କୁ ଦୋହଲାଇ ଦେଇଛି ତାହା ଦେଖିବାକୁ ମିଳିଛି ଏକ ଗୀତରେ । କୋରୋନା କାଳରେ ଦେଶର ବରିଷ୍ଠ ନାଗରିକ କିଭଳି ପ୍ରଭାବିତ ହୋଇଛନ୍ତି ତାହାକୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବେଗୁନିଆ ବ୍ଲକର କଳାକାର ରମେଶ ମହାପାତ୍ର । ଆଉ ତା ପୁଣି ବାଦ୍ୟଯନ୍ତ୍ର ମାଧ୍ୟମରେ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି, କଳାକାର ରମେଶ ମହାପାତ୍ର ଏକ ବାଦ୍ୟଯନ୍ତ୍ର ସାହାଯ୍ୟରେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଆଉ ଗୀତ ହିଁ ବୟାନ କରୁଛି ବରିଷ୍ଠ ନାଗରିକ ଦୁଃଖ ଓ ଯନ୍ତ୍ରଣା । ତେବେ ଏହି ସଚେତନତା ଧର୍ମୀ ଗୀତକୁ ସାଧାରଣରେ ବେଶ୍ ପସନ୍ଦ କରାଯାଇଥିବା ଦେଖିବାକୁ ମିଳିଛି ।

ଗୀତରେ ଗୀତରେ କୋରୋନା ସଚେତନତା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.