ETV Bharat / state

ଲୁଟ ଭୟରେ କେନାଲରେ ପଶିଗଲେ ଫାଇନାନ୍ସ କର୍ମଚାରୀ, ତଥାପି ଲୁଟିନେଲେ ପାଞ୍ଚ ଲକ୍ଷ - ଫାଙ୍କା ଗୁଳି ଚଳାଇ ଲୁଟିନେଲେ 5 ଲକ୍ଷ

ଫାଙ୍କା ଗୁଳି ଚଳାଇ (Miscreants loot 5 lakh in Khurda) ଦୁର୍ବୃତ୍ତ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ । ଘଟଣା ଘଟିଛି ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ । ଅଧିକ ପଢନ୍ତୁ

Khordha
ଲୁଟ ଭୟରେ କେନାଲରେ ପଶିଗଲେ ଫାଇନାନ୍ସ କର୍ମଚାରୀ, ତଥାପି ଲୁଟିନେଲେ ପାଞ୍ଚ ଲକ୍ଷ
author img

By

Published : Feb 2, 2022, 7:16 PM IST

ଖୋର୍ଦ୍ଧା: ଫାଙ୍କା ଗୁଳି ଚଳାଇ (Miscreants loot 5 lakh in Khurda) ଦୁର୍ବୃତ୍ତ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ । ଘଟଣା ଘଟିଛି ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ।

ଫାଙ୍କା ଗୁଳି ଚାଳନା କରି ଦୁର୍ବୁର୍ତ୍ତ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା

ସୂଚନା ଅନୁସାରେ ଖୋର୍ଦ୍ଧା ସ୍ଥିତ ମର୍ଡନ ଫଟିଲାଇଜରର ଦୁଇ କର୍ମଚାରୀ ନୟାଗଡ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ଖୋର୍ଦ୍ଧା ଅଭିମୁଖେ ଫେରୁଥିବା ସମୟରେ ବାମଡିହ ଛକରେ ତାଙ୍କୁ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ।

ଗୁଳି ଚାଳନାରେ ଦୁଇ କର୍ମଚାରୀ ଭୟଭୀତ ହୋଇ ରାସ୍ତା କଡରେ ଥିବା ନାଳରେ ପଶି ଯାଇଥିଲେ । ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଖୋର୍ଦ୍ଧା ଅଭିମୁଖେ ଚାଲିଯାଇଥିବା ବାଘମାରୀ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଫଟିଲାଇଜର ସଂସ୍ଥାର ଜଣେ କର୍ମଚାରୀ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.