ETV Bharat / state

କୋରୋନା କଟକଣାରେ ଆଇଆଇଟି ପାଳନ କଲା ନବମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର ଆଇଆଇଟିର ନବମ ସମାବର୍ତ୍ତନ ଉତ୍ସବ କୋରୋନା କଟକଣା ସହିତ ଶୁକ୍ରବାର ପାଳିତ ହୋଇଛି । ଅଧିକ ପଢନ୍ତୁ...

9th convocation of IIT Bhubaneswar celebrated under corona guidlines
କୋରୋନା କଟକଣାରେ ଆଇଆଇଟିର ନବମ ସମାବର୍ତ୍ତନ ଉତ୍ସବ ପାଳିତ
author img

By

Published : Dec 4, 2020, 2:30 PM IST

ଖୋର୍ଦ୍ଧା: ଭୁବନେଶ୍ବର ଆଇଆଇଟିର ନବମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ତେବେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସ୍ବତନ୍ତ୍ର ହାଇବ୍ରିଡ଼ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି ।

କୋରୋନା କଟକଣାରେ ଆଇଆଇଟିର ନବମ ସମାବର୍ତ୍ତନ ଉତ୍ସବ ପାଳିତ

ଚଳିତ ବର୍ଷ 446 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କାରାଯାଇଥିବା ବେଳେ ଏହା ମଧ୍ୟରେ 35 ପିଏଚ୍‌ଡି, 141 ଏମ୍‌ଟେକ, 70 ଏମ୍‌ଏସ୍‌ସି, 200 ବିଟେକ୍‌ ଛାତ୍ରଛାତ୍ରୀ ଅଛନ୍ତି । ଆଇଆଇଟି ପକ୍ଷରୁ ବିଟେକ୍‌ ଛାତ୍ର ଆଦିତ୍ୟ ପାଲଙ୍କୁ ରାଷ୍ଟ୍ରପତି ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିବା ବେଳେ ଶଙ୍କିତ ଦେ ଚୌଧୁରୀ ଏବଂ ସୋଭିକ ଚକ୍ରବର୍ତ୍ତୀଙ୍କୁ ଡ଼ାଇରେକ୍ଟର ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି ।

ଏହି ନବମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ରାଷ୍ଟ୍ରୀୟ ଶିକ୍ଷା ମନ୍ତ୍ରୀ ଡ଼. ରମେଶ ଫୋଖରିଆଲ ଓ ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋତରୀ ଭର୍ଚ୍ଚୁଆଲ ଯୋଗଦେଇଛନ୍ତି । ଆଇଆଇଟି ନିର୍ଦେଶକ ଆର.ଭି ରାଜାକୁମାର ମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.