ETV Bharat / state

ଲକ୍ଷାଧିକ ଟଙ୍କା ସହ 18 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ - brown sugar seized in khurda

ଖୋର୍ଦ୍ଧା ସ୍ବପ୍ନେଶ୍ବର ସାହିରେ ଚଢାଉ। ଲକ୍ଷାଧିକ ଟଙ୍କା ସହ 18.04 ଗ୍ରାମ ବ୍ରାଉନସୁଗାର ଜବତ। ଏ ଘଟଣାରେ ଜଣେ ଗିରଫ।

brown sugar seized
ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କା ସହ 18 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
author img

By

Published : Jan 10, 2020, 5:48 PM IST

ଖୋର୍ଦ୍ଧା: ସ୍ଥାନୀୟ ସ୍ବପ୍ନେଶ୍ବର ସାହିରେ ଚଢାଉ। ଲକ୍ଷାଧିକ ଟଙ୍କା ସହ 18.04 ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଏ ଘଟଣାରେ ଜଣେ ଗିରଫ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତି ମହେନ୍ଦ୍ର ବେହେରା ଓରଫ କଇନ ବୋଲି ଜଣାପଡିଛି।

ଖୋର୍ଦ୍ଧା ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ। ସେଥିପାଇଁ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଘନ ଘନ ଚଢାଉ କରାଯାଇଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଚଢାଉ ହେଉଥିବାବେଳେ ଶୁକ୍ରବାର ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସ୍ବପ୍ନେଶ୍ବର ସାହିରେ ଚଢାଉ କରିଥିଲା।

ସେଠାରୁ ଗିରଫ ହୋଇଥିବା ମହେନ୍ଦ୍ର ବେହେରାଙ୍କ ନିକଟରୁ 18.04ଗ୍ରାମ ବ୍ରାଉନସୁଗାର ଏବଂ ନଗଦ 9ଲକ୍ଷ 21 ହଜାର 800 ଟଙ୍କା ଜବତ କରିଛି ପୋଲିସ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଲକ୍ଷାଧିକ ଟଙ୍କା ସହ 18 ଗ୍ରାମ ବ୍ରାଉନସୁଗାର ଜବତ : ଜଣେ ଗିରଫ

Body:ଖୋର୍ଦ୍ଧା : ଖୋର୍ଦ୍ଧା ପାଲଟିଛି ନିଶା ବେପାରୀଙ୍କ ଆଡ୍ଡା ସ୍ଥଳୀ । ସେଥିପାଇଁ ଜିଲା ଅବକାରୀ ବିଭାଗ ଏବଂ ଜିଲା ପୋଲିସ ଘନ ଘନ ଚଢ଼ାଉ ଜାରି ରଖିଛି । ସେହିଭଳି ଆଜି ବ୍ରାଉନସୁଗାର ବେପାର କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ସ୍ବପନେଶ୍ୱର ସାହିରେ ଚଢ଼ାଉକରି କଇନ ଓରଫ ମହେନ୍ଦ୍ର ବେହେରାଙ୍କୁ ଗିରଫ କରି ତା ଠାରୁ 18.04ଗ୍ରାମ ବ୍ରାଉନସୁଗାର ଏବଂ ନଗଦ 9ଲକ୍ଷ 21 ହଜାର 800 ଟଙ୍କା ଜବତ କରିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.