ETV Bharat / state

ଖୋର୍ଦ୍ଧାରେ ବ୍ୟାପୁଛି କୋରୋନା, ପୁଣି 86 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Aug 2, 2020, 10:21 AM IST

Updated : Aug 2, 2020, 10:50 AM IST

ସାରା ରାଜ୍ୟରେ କୋରୋନା କାୟା କମୁନଥିବାବଳେ ଖୋର୍ଦ୍ଧାରୁ 86 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

_corona
ଖୋର୍ଦ୍ଧାରେ ବ୍ୟାପୁଛି କୋରୋନା

ଖୋର୍ଦ୍ଧା: ରାଜ୍ୟରେ କୋରୋନା ମାମଲା ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଖୋର୍ଦ୍ଧାରୁ 86 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରବିବାର ଚିହ୍ନଟ 86 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ସହରରୁ 9ଜଣ, ବାଲୁଗାଁରୁ 8, ବାଣପୁରରୁ 19, ଟାଙ୍ଗିରୁ 23, ବାଲିପାଟଣାରୁ 5, ଜଟଣୀରୁ 16, ମେଣ୍ଢାସାଳରୁ 3 ଏବଂ ବାଳକାଟି ବ୍ଲକରୁ 3ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 2, 2020, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.