ETV Bharat / state

ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା - କଣ୍ଟେନମେଣ୍ଟ ଜୋନ

ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଶୁକ୍ରବାର ବାଣପୁରରେ ୪୭ ଜଣ କୋରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏନଏସିରେ ୧୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା
ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା
author img

By

Published : Aug 7, 2020, 3:00 PM IST

ଖୋର୍ଦ୍ଧା: ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ହୁ ହୁ ହେଇ ବଢିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଶୁକ୍ରବାର ବାଣପୁରରେ ୪୭ ଜଣ କୋରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏନଏସିରେ ୧୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନର ସର୍ବାଧିକ ରେକର୍ଡ ।

ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା
ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା
ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା
ବାଣପୁରର ୮ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା

ତେବେ ସମସ୍ତ ଆକ୍ରାନ୍ତ ହୋମ୍ କ୍ଵାରେନ୍‌ଟାଇନରେ ଥିଲେ ବୋଲି ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ବାଣପୁର ଏନଏସିର ୮ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଆସନ୍ତା ୯ ତାରିଖ(ରବିବାର) ସନ୍ଧ୍ୟା ୭ ଟା ଯାଏଁ ଏହା ବଳବତ୍ତର ରହିବ। ଏହି ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ । ଉକ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.