ETV Bharat / state

ଅବକାରୀ ବିଭାଗର ଚଢ଼ାଉ; ଦେଶୀ ମଦ ଜବତ ସହ 5 ଗିରଫ

author img

By

Published : Feb 27, 2021, 12:31 PM IST

ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ଦେଶୀ ମଦ ସହ 5 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢ଼ାଉ; ଦେଶୀ ମଦ ଜବତ, 5 ଗିରଫ

ଖୋର୍ଦ୍ଧା: ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବେଧଡକ ଚାଲିଛି ବେଆଇନ ମଦ କାରବାର । ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ଚଢାଉ କରି ଦେଶୀ ମଦ ଜବତ କରିବା ସହିତ ଘଟଣାରେ 5 ଜଣଙ୍କୁ ଗିରଫ କରିଛି ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ମଦ କାରବାର ହେଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା । ଏହାପରେ ଅବକାରୀ ବିଭାଗ ଦ୍ବାରା ଶନିବାର ଖୋର୍ଦ୍ଧା, ବେଗୁନିଆ ଏବଂ ବାଘମାରୀ ଥାନା ଅଞ୍ଚଳରେ ଚଢାଉ କରାଯାଇ 64 ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ 5 ଜଣଙ୍କୁ ଗିରଫ କରାଯାଇଛି । ଏଭଳି ଚଢାଉ ଆଗକୁ ଜାରି ରହିବ ବୋଲି ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.