ETV Bharat / state

ନେତାଙ୍କୁ ପାଞ୍ଚଟି ପ୍ରଶ୍ନ: ବିଜେପି ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ - begunia

ବିଜେପି ଟିକେଟରୁ ବେଗୁନିଆ ଆସନରେ ଲଢେଇ କରିବେ ରିଷଭ । ଇଟିଭିର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ' କାର୍ଯ୍ୟକ୍ରମରେ 'ଆଗକୁ ବେଗୁନିଆ ହସିବ' ପଦ୍ମ ଫୁଟିବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 2, 2019, 10:47 AM IST

Updated : Apr 2, 2019, 11:15 AM IST

ଖୋର୍ଦ୍ଧା: ଘଡିକୁ ଘଡି ବଦଳୁଥିବା ରାଜନୀତିର ସମୀକରଣର ସମାଧାନ କରିବା ନେଇ ଜୋରଦାର ଗଣିତ କଷୁଛନ୍ତି ରାଜନୈତିକ ଦଳ। ଏହି କ୍ରମରେ ଟିକେଟ ପାଇଥିବା ପ୍ରାର୍ଥୀ ମାନଙ୍କ ମାନସିକତା, ଭୋଟରଙ୍କୁ ଆକୃଷ୍ଟ କରିବା ଉପାୟ, ନିର୍ବାଚନୀ ମୁଦ୍ଦା, କେଉଁ ସୂତ୍ରର ଆଧାର, କେଉଁ ସବୁ ସମସ୍ୟାର ସମାଧାନ, ନିର୍ବାଚନ ରଣନୀତି ଏସବୁ ନେଇ ଇଟିଭିର 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ' କାର୍ଯ୍ୟକ୍ରମରେ ଆମେ ପଚାରିଥିଲୁ ବିଜୁ ଜନତା ଦଳର ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କୁ । ବିଜେପି ଟିକେଟରୁ ବେଗୁନିଆ ଆସନରେ ଲଢେଇ କରିବେ ରିଷଭ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ରାଜନୀତିରେ ନୂଆ କରି ପାଦ ଥାପି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟ ହାତେଇଥିବା ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦଙ୍କ ପୁଅ ଋଷଭ ନନ୍ଦ ଏବେ ଚର୍ଚାରେ । ବାପା ବିଜେଡିରେ ଥିବା ବେଳେ ପୁଅ ବିଜେପିରେ ଯୋଗ ଦେବା ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା ରାଜ୍ୟ ରାଜନୀତିରେ । ଏଥର ବେଗୁନିଆରେ ପଦ୍ମ ଫୁଟାଇବା ପାଇଁ ବିଜେପି ତାଙ୍କୁ ଦାୟିତ୍ବ ଦେଇଛି । 'ଆଗକୁ ବେଗୁନିଆ ହସିବ' ପଦ୍ମ ଫୁଟିବ ବୋଲି ସେ କହିଛନ୍ତି ।

ଏହି ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ସମସ୍ୟା ଯଥା ପାନୀୟ ଜଳ , ଶିଳ୍ପାନୁଷ୍ଠାନର ଉନ୍ନତି କରଣ, ଚିକିତ୍ସାବ୍ୟବସ୍ଥା ଗୁରୁତ୍ୱ ଦେବାପାଇଁ ପ୍ରାଥମିକତା ଦେବାକୁ କହିଥିଲେ । ବିଧାୟକ ଏବଂ ସାଂସଦ ନିଜ ଅଞ୍ଚଳରେ ଚାଲିଥିବା ଯୋଜନା ଓ ନିଜ ଊନ୍ନୟନ ପାଣ୍ଠିର ଅପବ୍ୟବହାର କରୁଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଋଷଭ । ପାଣ୍ଠି ଅର୍ଥର ଖର୍ଚ୍ଚ ପାଇଁ ଏକ କମିଟି ଗଠନ କରିବା କଥା କହିଛନ୍ତି ଋଷଭ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
Last Updated : Apr 2, 2019, 11:15 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.