ETV Bharat / state

ବେଆଇନ ବାଲି ଚାଲାଣ, 5 ବାଲି ବୋଝେଇ ହାଇୱା ଜବତ - 5 ବେଆଇନ ବାଲି ବୋଝେଇ ହାଇୱା ଜବତ

ବାଲି ବୋଝେଇ ୫ ହାଇୱା ଜବତ । ବେଆଇନ ଭାବେ ମହାନଦୀରୁ ବାଲି ବୋଝେଇ କରୁଥିବା ଏହି ସବୁ ହାଇୱାକୁ ଜବତ କରିଛି ବେଗୁନିଆ ଓ ବାଘମାରି ପୋଲିସ । ଅଧିକ ପଢନ୍ତୁ...

5 ବେଆଇନ ବାଲି ବୋଝେଇ ହାଇୱା ଜବତ
5 ବେଆଇନ ବାଲି ବୋଝେଇ ହାଇୱା ଜବତ
author img

By

Published : Nov 19, 2020, 5:31 PM IST

ଖୋର୍ଦ୍ଧା: ଦିନକୁ ଦିନ ମହାନଦୀରୁ ବେଆଇନ ଭାବେ ଚୋରା ଚାଲାଣ ହେଉଛି ଶହ ଶହ ଟ୍ରକ ବାଲି । ଜାଲ କାଗଜପତ୍ର କରି ପ୍ରତିଦିନ କଣ୍ଟିଲୋ ବାଘମାରି ଦେଇ ଶହ ଶହ ହାଇୱା ସାହାଯ୍ୟରେ ଲୁଟ ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ । ଆଜି ବେଗୁନିଆ ତହସିଲଦାରଙ୍କ ନିର୍ଦ୍ଦେଶରେ ତହସିଲ କର୍ମଚାରୀ ଏବଂ ବେଗୁନିଆ ଓ ବାଘମାରି ପୋଲିସ ବଡବେରଣା ଏବଂ ଗୋବିନ୍ଦପୁର ଠାରେ ଚଢ଼ାଉ କରି 5ଟି ବାଲି ବୋଝେଇ ହାଇୱା ଜବତ କରିଛନ୍ତି ।

5 ବେଆଇନ ବାଲି ବୋଝେଇ ହାଇୱା ଜବତ

ହାଇୱା ଗୁଡିକର କାଗଜପତ୍ର ଯାଞ୍ଚ କରିବା ବେଳେ ଜାଲ କାଗଜପତ୍ରରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜଣାପଡିବା ପରେ ଗାଡି ଗୁଡିକି ଜବତ କରାଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.