ETV Bharat / state

ଚିଲିକାରେ ମାତିଛନ୍ତି ପକ୍ଷୀ ଶିକାରୀ: 64 ମୃତ ବିଦେଶୀ ପକ୍ଷୀ ଜବତ, 5 ଗିରଫ - 2 bird hunter arrested by tangi forester

ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ । ଚିଲିକାର ବିଭିନ୍ନ ଅଞ୍ଚଳରୁ 64ଟି ମୃତ ବିଦେଶୀ ପକ୍ଷୀ ଜବତ ସହ 5 ଶିକାରୀ ଗିରଫ ।

bird
bird
author img

By

Published : Dec 14, 2019, 7:50 PM IST

Updated : Dec 14, 2019, 10:40 PM IST

ଖୋର୍ଦ୍ଧା: ଶୀତ ଆସିଲେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଉଡି ଆସିଥାନ୍ତି ବିଦେଶରୁ ପକ୍ଷୀ । ଏଠାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ କର୍ମଚାରୀ ନିୟୋଜିତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ହେଲେ ଦିନକୁ ଦିନ ଚିଲିକାରେ ବଢୁଛି ପକ୍ଷୀ ଶିକାର ।

5 ପକ୍ଷୀ ଶିକାରୀ ଗିରଫ
-bird
64ମୃତ ବିଦେଶୀ ପକ୍ଷୀ ଜବତ

ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଶନିବାର ଅତର୍କିତ ଚଢାଉ କରାଯାଇ ଚିଲିକାର ବିଭିନ୍ନ ଅଞ୍ଚଳରୁ 5ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ 64ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଟାଙ୍ଗି ରେଞ୍ଜ ବନ୍ୟପ୍ରାଣୀ ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦୁଇ ପକ୍ଷୀ ଶିକାରୀ ଗିରଫ

Body:ଖୋର୍ଦ୍ଧା : ଶୀତ ଆସିଲେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି ବିଭିନ୍ନ ଦେଶର ପକ୍ଷୀ । ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ କର୍ମଚାରୀ ନିୟୋଜିତ କରିଛି ଟାଙ୍ଗି ବନ୍ୟପ୍ରାଣୀ ବିଭାଗ । କିନ୍ତୁ ସବୁ ସତ୍ତ୍ୱେ ଚିଲିକାରେ ବଢୁଛି ପକ୍ଷୀ ଶିକାର । ସେପଟେ ଶିକାରୀଙ୍କ ଉପରେ କଡା ନଜର ରଖିଛି ବନ୍ୟପ୍ରାଣୀ ବିଭାଗ । ଆଜି ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ବାଲିନାସି ନାଳ ନିକଟରେ ଚଢ଼ାଉ କରି 3ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି । ସେମାନେ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର ଦିଲୀପ ବେହେରା ଓ ରାମଚନ୍ଦ୍ର ବେହେରା ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Dec 14, 2019, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.