ETV Bharat / state

କାଜୁ ଜଙ୍ଗଲରେ ଦନ୍ତା ଆତଙ୍କ, 4 ଆହତ

ଦନ୍ତା ଆକ୍ରମଣରେ ମଳିପଡା କାଜୁ ଜଙ୍ଗଲରେ କାଜୁ ତୋଳୁଥିବା 4 ଜଣ ଆହାତ ।

khurdha district Elephant attack
ଖୋର୍ଦ୍ଧା ହାତୀ ଆକ୍ରମଣ
author img

By

Published : May 25, 2020, 4:52 PM IST

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୪ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ବନାଞ୍ଚଳ ଅଧିନ ମଳିପଡା କାଜୁଜଙ୍ଗଲରେ କାଜୁ ତୋଳୁଥିବା ବେଳେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ 4 ଗ୍ରାମବାସୀ । ସମସ୍ତ ଆହତ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ଖୋର୍ଦ୍ଧା ହାତୀ ଆକ୍ରମଣ

ଆହତମାନେ ହେଲେ କରୁଣାକର ସାହୁ, ସତ୍ୟ ନାରାୟଣ ସାହୁ, ବାବୁଲି ମହାରଣା ଓ ଜଗବନ୍ଧୁ ସାହୁ । ବନ ବିଭାଗ କର୍ମଚାରୀ ମେଡିକାଲରେ ପହଞ୍ଚି ଆହତ ମାନଙ୍କ ଚିକିତ୍ସା ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ହାତୀ ଏଵେ ବି କାଜୁଜଙ୍ଗଲରେ ଥିବାରୁ ନିକଟସ୍ଥ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.