ETV Bharat / state

250 ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ - ଖୋର୍ଦ୍ଧା ପୋଲିସ

ବାଣପୁର ପୋଲିସର ଚଢାଉ କରି ୨୫୦ ଲିଟର ମଦ ଜବତ କରିଛି । 2 ଅଭିଯୁକ୍ତ ହେଲେ ଗିରଫ । ଅଧିକ ପଢ଼ନ୍ତୁ...

250 liters of wine seized, two arrested
250 ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ
author img

By

Published : Apr 21, 2020, 11:28 PM IST

ଖୋର୍ଦ୍ଧା: ବାଣପୁର ପୋଲିସର ଚଢାଉ ୨୫୦ ଲିଟର ଦେଶୀ ମଦ ଜବତ, ୨ଗିରଫ । ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାରୁ ଦେଶୀ ମଦ ବେପାରି ମାନେ ସକ୍ରିୟ ହୋଇପଡ଼ିଛନ୍ତି । ପ୍ରତିଦିନ ଏହି ବେପାରି ମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ମଧ୍ୟ ହେଉଛନ୍ତି ।

250 ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ

ସୋମବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ବାଣପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫୦ଲିଟର ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରିଛି । ସେହିପରି ସେମାନେ ବ୍ୟବହାର କରୁଥିବା ଦୁଇଟି ମଟର ସାଇକେଲକୁ ମଧ୍ୟ ଜବତ କରିଛି ।

ଗିରଫ ମଦ ବେପାରୀ ଦୁଇଜଣ ହେଲେ ବାଣପୁର ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ମନୋଜ କୁମାର ବେହେରା ଏବଂ ମାଟିଆ ପୋଖରୀ ଅଞ୍ଚଳର ବିଜୟ ପ୍ରଧାନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.