ETV Bharat / state

ଖୋର୍ଦ୍ଧାରୁ ପୁଣି ଧଳା ଜହର ଜବତ, ଜଣେ ଗିରଫ

author img

By

Published : Oct 19, 2019, 7:15 PM IST

ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟରେ ଆଦର୍ଶ ଥାନା ପୋଲିସ ଚଢାଉ କରି 12 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ଖୋର୍ଦ୍ଧାରୁ ଧଳାଜହର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ପୁଣି ଖୋର୍ଦ୍ଧାରୁ ଧଳା ଜହର ଜବତ । ମହିଳା ବିଦ୍ୟାଳୟ ନିକଟରେ ଆଦର୍ଶ ଥାନା ପୋଲିସ ଚଢାଉ କରି 12 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏଥିସହ ନଗଦ 78 ହଜାର 900 ଟଙ୍କା ସହ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ ଗଣେଶ ପ୍ରଧାନ । ତାଙ୍କ ଘର ଖୋର୍ଦ୍ଧାର ଶ୍ରୀବିହାର ଅଞ୍ଚଳ ବୋଲି ଜଣାପଡିଛି । ତେବେ ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ : ଜଣେ ଗିରଫ

Body:ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟରେ ଆଦର୍ଶ ଥାନା ପୋଲିସ ଚଢ଼ଉକରୀ 12 ଗ୍ରାମ ବ୍ରାଉନସୁଗାର ଏବଂ ନଗଦ 78ହଜାର 900ଟଙ୍କା ଜବତ କରି ଜଣକୁ ଗିରଫ କରିଛି । ଗିରଫବ୍ୟକ୍ତି ଜଣକ ଖୋର୍ଦ୍ଧା ଶ୍ରୀବିହାର ଅଂଚଳର ଗଣେଶ ପ୍ରଧାନ ବୋଲି ଜଣାପଡିଛି । ପୋଲିସ ଗଣେଶକୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.